ରାଉରକେଲା-ଚକ୍ରଧରପୁର ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍‌

ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଦୁଇଟି ଟ୍ରେନ୍‌ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ।

train9

ରାଉରକେଲା: ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଏହି ଦୁଇଟି ଟ୍ରେନ୍‌ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ।

ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ ଘଟିକାରେ ରାଉରକେଲା ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୧୨ଟାରେ ଚକ୍ରଧରପୁର ଷ୍ଟେସନରେ ରହିବ। ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍‌ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ।

 ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍‌ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ। ଅପରାହ୍‌ଣ ସାଢ଼େ ୩ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍‌ ରାଉରକେଲା-ଚକ୍ରଧରପୁର ମଧ୍ୟରେ ଜରେଇକେଲା, ମନୋହରପୁର ଓ ପୋସୋଇତା ଷ୍ଟେସନରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe