ଭେଡେନରେ ଚାଞ୍ଚଲ୍ୟ: ବନ୍ଦ ଘରେ ପଡ଼ିରହିଛି ଦୁଇ କ୍ଷତାକ୍ତ ମୃତଦେହ

Advertisment

ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମର ମଘା ଭୁଏ(୫୫)ଙ୍କ ଘର ଭିତରେ ତରଣୀ ବାଗ(୩୫)ଙ୍କ କ୍ଷତାକ୍ତ ମୃତଦେହ ପଡ଼ିରହିଛି। ଉଭୟଙ୍କ ମୃତ୍ୟୁ କେମିତି ହେଲା ତାହା ସନ୍ଦେହ ଘେରରେ ଅଛି।

ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମର ମଘା ଭୁଏ(୫୫)ଙ୍କ ଘର ଭିତରେ ତରଣୀ ବାଗ(୩୫)ଙ୍କ କ୍ଷତାକ୍ତ ମୃତଦେହ ପଡ଼ିରହିଛି। ଉଭୟଙ୍କ ମୃତ୍ୟୁ କେମିତି ହେଲା ତାହା ସନ୍ଦେହ ଘେରରେ ଅଛି।

ୂର

ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ବାଘପାଲି ଗ୍ରାମର ମଘା ଭୁଏ(୫୫)ଙ୍କ ଘର ଭିତରେ ମଘା ଓ ତାଙ୍କ ଗ୍ରାମର ତରଣୀ ବାଗ(୩୫)ଙ୍କ କ୍ଷତାକ୍ତ ମୃତଦେହ ପଡ଼ିରହିଛି। ଉଭୟଙ୍କ ମୃତ୍ୟୁ କେମିତି ହେଲା ତାହା ସନ୍ଦେହ ଘେରରେ ଅଛି।

ଆକ୍ରମଣ ଓ ପ୍ରତି ଆକ୍ରମଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ତରଣୀ ମଘା ଘରକୁ ଆସି ମଘାକୁ ହତ୍ୟା କରିବା ପରେ ଏହାଶୁଣି ମଘା ପରିବାର ଲୋକେ ତରଣୀକୁ ହତ୍ୟା କରିଥିବା ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ତରଣୀ ଜଣେ ପେସାଦାର ଅପରାଧୀ ତା ନାଁରେ ଥାନାରେ ମାମଲା ଅଛି। ସେ ଦୀର୍ଘ ଦିନରୁ ଫେରାର ଥିଲା। ଆଜି ଗାଁରେ ମଦ ବେପାର କରୁଥିବା ମଘା ଘରକୁ ମଦ ପିଇବାକୁ ଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଲୋକେ କହୁଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରୁ ଉଭୟଙ୍କ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ତରଣୀ ମଘା ଘରକୁ ଆସି ମଘାକୁ ହତ୍ୟା କରିବା ପରେ ଏହାଶୁଣି ମଘା ପରିବାର ଲୋକେ ତରଣୀକୁ ହତ୍ୟା କରିଥିବା ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ତରଣୀ ଜଣେ ପେସାଦାର ଅପରାଧୀ ତା ନାଁରେ ଥାନାରେ ମାମଲା ଅଛି। ସେ ଦୀର୍ଘ ଦିନରୁ ଫେରାର ଥିଲା। ଆଜି ଗାଁରେ ମଦ ବେପାର କରୁଥିବା ମଘା ଘରକୁ ମଦ ପିଇବାକୁ ଯାଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe