2 Young Men Death Accident ସରଫଗଡ଼ ଜଳଭଣ୍ଡାର ନିକଟରେ ଦୁର୍ଘଟଣା: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ସ୍କୁଟି, ୨ ମୃତ

Advertisment

ଲେଫ୍ରିପଡ଼ା ଥାନା ସରଫଗଡ଼ ଜଳଭଣ୍ଡାର ନିକଟରେ ଏକ ମର୍ମନ୍ତୁଦ Accident ଘଟିଛି। ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିବାବେଳେ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଛି।

ଲେଫ୍ରିପଡ଼ା ଥାନା ସରଫଗଡ଼ ଜଳଭଣ୍ଡାର ନିକଟରେ ଏକ ମର୍ମନ୍ତୁଦ Accident ଘଟିଛି। ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିବାବେଳେ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଛି।

Untitled-6.jpg

2 young men die in accident at lephripara Photograph: (sambad.in)

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ସରଫଗଡ଼ ଜଳଭଣ୍ଡାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିବାବେଳେ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ପୁଲିସ ଅନୁମାନ କରିଛି।

ଦୁଇ ଯୁବକଙ୍କ ପରିଚୟ ହସ୍ତଗତ ହୋଇ ନାହିଁ

ଦୁଇ ଯୁବକଙ୍କ ପରିଚୟ ହସ୍ତଗତ ହୋଇ ନାହିଁ। ସ୍କୁଟିର ନମ୍ବରରୁ ମୃତକମାନେ ହେମଗିର ଟିକିଲିପଡ଼ା ଅଞ୍ଚଳର ହୋଇଥାଇପାରନ୍ତି ବୋଲି ପୁଲିସ କହିଛି। ଯୁବକ ଦ୍ବୟ ସ୍କୁଟିରେ ମଶାବିରା ଅଞ୍ଚଳକୁ ଯାଉଥିବାବେଳେ ଭାରସାମ୍ୟ ହରାଇ  ପଡ଼ିଥିଲେ । ଲେଫ୍ରିପଡ଼ା ପୁଲିସ  ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ମୃତଦେହକୁ ଜବତ କରି ତଦନ୍ତ ଚଲାଇଛି।

ଆହୁରି ପଢ଼ନ୍ତୁ 2 Matric Students Sub Collector ଉପଜିଲ୍ଲାପାଳଙ୍କ ମହାନତା, ନିଜ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଦୁଇ ପରୀକ୍ଷାର୍ଥୀଙ୍କୁ ପଠାଇଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe