ଟ୍ରାକ୍ଟର ଓଲଟି ଦୁଇ ଯୁବକ ମୃତ, ଚାଳକ ଫେରାର

କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟ ନିକଟରେ ଏକ ଟ୍ରାକ୍ଟର ଓଲଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ମୃତକ ହେଲା ଗନାର ଝାଁକର (୨୫) ଓ ଟିକେଶ ଛତ୍ରିଆ (୨୮)। ଉଭୟଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ସୂଚନା ରହିଛି।

Husband beat her to death

Husband beat her to death

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟ ନିକଟରେ ଏକ ଟ୍ରାକ୍ଟର ଓଲଟି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛି। ମୃତକ ହେଲା ଗନାର ଝାଁକର (୨୫) ଓ ଟିକେଶ ଛତ୍ରିଆ (୨୮)। ଉଭୟଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ସୂଚନା ରହିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe