ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

Advertisment

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ଦୁେହଁ ସଂପର୍କୀୟ ଭାଇ। ସେମାନେ ହେଲେ କୁକୁଡ଼ାହାଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ(୨୭) ।

ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ଦୁେହଁ ସଂପର୍କୀୟ ଭାଇ। ସେମାନେ ହେଲେ କୁକୁଡ଼ାହାଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ(୨୭) ।

ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ଦୁେହଁ ସଂପର୍କୀୟ ଭାଇ। ସେମାନେ ହେଲେ କୁକୁଡ଼ାହାଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରର ନଳିନୀକାନ୍ତ ତ୍ରିପାଠୀ(୨୭) । ସୂଚନା ଅନୁଯାୟୀ, ଦୁହେଁ ଶ୍ରାଦ୍ଧ ଲାଗି ପୁରୀ ଆସିଥିଲେ। ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ବେଳେ ଦୁହେଁ ବୁଡ଼ିଯାଇଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe