ପୋଲ ଉପରକୁ ମାଡ଼ିଗଲା ମେଲୋଡି ପାର୍ଟି ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୨୦ କଳାକାର

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ - କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ପୋଢଛାପର ଗ୍ରାମ ନିକଟରେ ଆଜି ଭୋର ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୪୦୭ ପୋଲ ଉପରକୁ ମାଡ଼ିଗଲା ମେଲୋଡି ପାର୍ଟି ଗାଡ଼ି।  ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ କଳାକାର।

sdf

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ - କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ପୋଢଛାପର ଗ୍ରାମ ନିକଟରେ ଆଜି ଭୋର ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ୪୦୭ ପୋଲ ଉପରକୁ ମାଡ଼ିଗଲା ମେଲୋଡି ପାର୍ଟି ଗାଡ଼ି।  ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ କଳାକାର। ଉକ୍ତ ଗାଡ଼ିରେ ଯାଉଥିବା ସମୟରେ ରାସ୍ତାକଡ଼ରେ ଥିବା ପୋଲର ସାଇଡ ଓ୍ବାଲକୁ ଚଢି ଯାଇଥିବା ଜଣାପଡିଛି।

ଗାଡ଼ିର ସମ୍ମୁଖ ଭାଗ (ତଳ) ଭାଙ୍ଗି ନଷ୍ଟ ହୋଇଥିବା ବେଳେ ଗାଡ଼ିରେ ବସିଥିବା କଳାକାରମାନଙ୍କ କୌଣସି କ୍ଷତି ଘଟି ନ ଥିବା ଜଣାପଡିଛି। ଗାଡିଟିରେ କଳାକାରମାନେ କେସିଙ୍ଗାକୁ ଯାଉଥିବା ଜଣାପଡିଛି।

 ଏଥିରେ ଗାଡ଼ିର ସମ୍ମୁଖ ଭାଗ (ତଳ) ଭାଙ୍ଗି ନଷ୍ଟ ହୋଇଥିବା ବେଳେ ଗାଡ଼ିରେ ବସିଥିବା କଳାକାରମାନଙ୍କ କୌଣସି କ୍ଷତି ଘଟି ନ ଥିବା ଜଣାପଡିଛି। ଗାଡିଟିରେ କଳାକାରମାନେ କେସିଙ୍ଗାକୁ ଯାଉଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe