ବ୍ରଜରାଜନଗର ନାବାଳକ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତକୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ନ୍ୟାୟାଳୟ

Advertisment

ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ ମାମଲାର ବିଚାର କରି ଦଣ୍ଡାଦେଶ ଦେଲେ  ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।  

Updated On

ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ ମାମଲାର ବିଚାର କରି ଦଣ୍ଡାଦେଶ ଦେଲେ  ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।  

ଅଦ୍ୟତନ ହୋଇଛି
bh

ଝାରସୁଗୁଡ଼ା: ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ ମାମଲାର ବିଚାର କରି ଦଣ୍ଡାଦେଶ ଦେଲେ  ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକସୋ ଜଜ୍ ପୂଜା ଷଡ଼ଙ୍ଗୀ। ଅଭିଯୁକ୍ତ ଅଜିତ ନାଗ(୨୫)କୁ ୨୫ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ।

ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ  ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣା ଘଟିବାର ମାତ୍ର ୫୫ ଦିନରେ ମାମଲାର ରାୟ ପ୍ରକାଶ ପାଇଛି।  

ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୩ ତାରିଖ ସଂଧ୍ୟା ସମୟରେ ଜଣେ ନାବାଳକକୁ ଅଭିଯୁକ୍ତ ଅଜିତ ନାଗ ନିଜର ମୋଟରସାଇକେଲରେ ବସାଇ ବ୍ରଜରାଜନଗର ଓପିଏମର ପୁରୁଣା ବିଲ୍ଡିଂ ନିକଟରେ ତାଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ଓ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଭିଆଇଥିଲା। ସେ ଏକାଧିକ ନାବାଳକଙ୍କ ସହ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସଂପର୍କ ରଖିଆସୁଥିଲା। ଏନେଇ ପୀଡ଼ିତ ନାବାଳକଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ସ୍ମିତ ପରମାରଙ୍କ ନିର୍ଦ୍ଦେଶକ୍ରମେ  ପୁଲିସ ମାର୍ଚ୍ଚ ୨୭ ତାରିଖରେ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା। ଏପ୍ରିଲ ୮ ତାରିଖରେ ପୁଲିସ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣା ଘଟିବାର ମାତ୍ର ୫୫ ଦିନରେ ମାମଲାର ରାୟ ପ୍ରକାଶ ପାଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe