ରାଧିକାଦେଇପୁର ଜଙ୍ଗଲରେ ୨୭ ହାତୀ

Advertisment

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ରାଧିକାଦେଇପୁର ଜଙ୍ଗଲରେ ତିନିଦିନ ହେବ ୨୭ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ଦିନରେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ଲୋକେ ନିଆଁହୁଳା ଦେଖାଇବା ସହ ବାଣ ଫୁଟାଉଥିଲେ ମଧ୍ୟ ହାତୀପଲ ଖାତିର କରୁନାହାନ୍ତି।

elephant

ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ରାଧିକାଦେଇପୁର ଜଙ୍ଗଲରେ ତିନିଦିନ ହେବ ୨୭ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ଦିନରେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି। ଲୋକେ ନିଆଁହୁଳା ଦେଖାଇବା ସହ ବାଣ ଫୁଟାଉଥିଲେ ମଧ୍ୟ ହାତୀପଲ ଖାତିର କରୁନାହାନ୍ତି।

ରାଧିକାଦେଇପୁର ଗ୍ରାମର, ଟସେ ମୁଣ୍ଡା, କାର୍ତ୍ତିକ ମୁଣ୍ଡା, ବାଙ୍କନିଧି ଗିରି, କଞ୍ଚନଡୁମୁରିଆ ଗ୍ରାମର ଭାଗୀରଥି ନାଏକ, ବିରଞ୍ଚି ନାଏକ, ସୁଶୀଲ କୁମାର ନାଏକ, ଜଗବନ୍ଧୁ ନାଏକ, ପ୍ରଦୀପ ନାଏକ, ରସାନନ୍ଦ ନାଏକ, ତପନ କୁମାର ନାଏକ, ରତ୍ନାକର ନାଏକ, କାଶୀନାଥ ନାଏକ, ଶରତ ନାଏକ, ତରଣୀସେନ ମହାନ୍ତ, ରଜତ କୁମାର ମହାନ୍ତ, ପୂର୍ଣ୍ଣଚନ୍ଦ୍ର ନାଏକ, ମନୋଜ କୁମାର ନାଏକ, ଗୌରମୋହନ ମହାନ୍ତ, ରଙ୍ଗାଧର ନାଏକ, ରାଧାକାନ୍ତ ନାଏକ, ହେମଲତା ନାଏକ, ବସନ୍ତ ନାଏକ, ଲକ୍ଷ୍ମଣ ଦାସ, ପ୍ରତାପ ନାଏକ, ଚକ୍ରଧର ନାଏକ, ହଳଧର ନାଏକ, ନିତ୍ୟାନନ୍ଦ ନାଏକ, ଦିଲ୍ଲୀପ କୁମାର ନାଏକଙ୍କ ଜମିରେ ପଶି ହାତୀପଲ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ହାତୀ ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ୍‌ କାଟ କରାଯାଉଥିବାରୁ ୨୦ରୁ ଅଧିକ ଗ୍ରାମ ଅନ୍ଧାରରେ ରହିଛି। ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe