ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ: ୨୮ ଗାଈ ଉଦ୍ଧାର, ୩ ଅଟକ

Advertisment

ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ ହେବା ସହ ୨୮ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ ହେବା ସହ ୨୮ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

cow smuggling

ଭଦ୍ରକ: ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡ଼ି ଜବତ ହେବା ସହ ୨୮ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଥିଲା।  ବିଳମ୍ବିତ ରାତିରେ ତିହିଡିରୁ ଗୁଜିଦରଡ଼ା ଯାଉଥିବା ସମୟରେ ଏହି ଗୋରୁ ବୋଝେଇ ପିକଅପ ଗାଡ଼ିକୁ ପୁଲିସ ପିଛା କରିଥିଲା।  ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପିକଅପ ଭ୍ୟାନଟି ଓଲଟିପଡ଼ିଥିଲା । ସେଥିରେ ଥିବା ୮ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ବିଳମ୍ବିତ ରାତିରେ ଭଦ୍ରକ ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଥିଲା।  ବିଳମ୍ବିତ ରାତିରେ ତିହିଡିରୁ ଗୁଜିଦରଡ଼ା ଯାଉଥିବା ସମୟରେ ଏହି ଗୋରୁ ବୋଝେଇ ପିକଅପ ଗାଡ଼ିକୁ ପୁଲିସ ପିଛା କରିଥିଲା।  ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପିକଅପ ଭ୍ୟାନଟି ଓଲଟିପଡ଼ିଥିଲା । ସେଥିରେ ଥିବା ୮ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସେପଟେ ପୁରୁଣା ବଜ଼ାର ଥାନା ମିର୍ଜାପୁର ନିକଟରେ ପିକଅପ ଭ୍ୟାନ ସହ ୨୦ ଗୋରୁ ଉଦ୍ଧାର ହୋଇଛନ୍ତି। ଉଭୟ ମାମଲାରେ ତିନିଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। 

ସେପଟେ ପୁରୁଣା ବଜ଼ାର ଥାନା ମିର୍ଜାପୁର ନିକଟରେ ପିକଅପ ଭ୍ୟାନ ସହ ୨୦ ଗୋରୁ ଉଦ୍ଧାର ହୋଇଛନ୍ତି। ଉଭୟ ମାମଲାରେ ତିନିଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe