କଣ୍ଠଶିଳ୍ପୀ କରିବାକୁ ସୁଯୋଗ ଦେବା କହି ଦୁର୍ବ୍ୟବହାର, ତିନି ଅଭିଯୁକ୍ତ ଗିରଫ

Advertisment

କଣ୍ଠଶିଳ୍ପୀ କରିବାକୁ ସୁଯୋଗ ଦେବା କହି ଦୁର୍ବ୍ୟବହାର। ତିନି ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ। ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

arrest

ଭୁବନେଶ୍ବର: କଣ୍ଠଶିଳ୍ପୀ କରିବାକୁ ସୁଯୋଗ ଦେବା କହି ଦୁର୍ବ୍ୟବହାର। ଜଣେ ସଂଗୀତ ନିର୍ଦ୍ଦେଶକଙ୍କୁ ଭେଟାଇବା କହି ହୋଟେଲ ରୁମକୁ ନେଲେ। ସୁଯୋଗ ବଦଳରେ ନିଶା ଦେଇ ଦୁର୍ବ୍ୟବହାର କଲେ। ଚନ୍ଦ୍ରଶେଖର ପୁର ଅଞ୍ଚଳରେ ଘଟିଥିବା ଘଟଣାର ଖୋଳତାଡ଼ କରି ମହିଳା ଥାନା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ କୁମାର ଦାସ। ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗତ ୧୦ ତାରିଖ ଦିନ ପ୍ରାୟ ୧୨ଟା ସମୟରେ କଣ୍ଠଶିଳ୍ପୀଙ୍କ ଜଣେ ସଂଗୀତଜ୍ଞଙ୍କୁ ଭେଟଘାଟ କରାଇଦେବା କହି ଏକ ହୋଟେଲକୁ ନେଇଥିଲେ। ପରେ ଅଭିଯୁକ୍ତ ଚନ୍ଦନ ଓରଫ ଚାନ୍ଦୁ ଏବଂ ତାଙ୍କ ସହଯୋଗୀ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ସହିତ ଅନୁପଯୁକ୍ତ କାର୍ଯ୍ୟ କରିଥିଲେ। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମିଥ୍ୟା ବାହାନାରେ ପ୍ରଲୋଭିତ କରିଥିଲେ, ତାଙ୍କୁ ନିଶାଦ୍ରବ୍ୟ ଖୁଆଇ ବଳପୂର୍ବକ ତାଙ୍କୁ ଏକ ଲଜ୍‌ ରୁମରେ ବନ୍ଦୀ କରି ରଖୁଥିଲେ, ଏବଂ ପରେ ଦୁର୍ବ୍ଯବହାର କରିଥିଲେ I ସହ-ଅଭିଯୁକ୍ତ ରାଜେଶ କୁମାର ଦାସ ଲଜ୍ ର ତତ୍ତ୍ୱାବଧାରକ ଭାବରେ ଏହି କାର୍ଯ୍ୟକୁ ସହଜ କରିଥିଲେ | ବିଶ୍ବସ୍ତ ସୂଚନା ଆଧାରରେ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଥିଲା ଏବଂ ପଚରାଉଚରା ସମୟରେ ସେମାନେ ସେମାନଙ୍କର ଅପରାଧ ସ୍ବୀକାର କରିଥିଲେI

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe