ଯାଜପୁର କ୍ରୀଡ଼ାଛାତ୍ରୀ ଗଣଦୁଷ୍କର୍ମ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ଟାଉନ ପୁଲିସ

Advertisment

ଯାଜପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କ୍ରୀଡ଼ା ଛାତ୍ରୀ ଗଣଦୁଷ୍ମର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଯାଜପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଯାଜପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କ୍ରୀଡ଼ା ଛାତ୍ରୀ ଗଣଦୁଷ୍ମର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଯାଜପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

New Project (12)

ଯାଜପୁରସଦର: ଯାଜପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କ୍ରୀଡ଼ା ଛାତ୍ରୀ ଗଣଦୁଷ୍ମର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଯାଜପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯାଜପୁର ହକି ଷ୍ଟାଡିୟମକୁ ପ୍ରଶିକ୍ଷଣ ପାଇଁ ଆସୁଥିବା ଜଣେ ୧୫ ବର୍ଷୀୟ ସଂଖ୍ୟାଲଘୁ ନାବାଳିକାର କ୍ରୀଡ଼ା ‌କୋଚ୍ ସହ ପରିଚୟ ଥିଲା। ତେବେ  ଚଳିତ ମାସ ୩ ତାରିଖରେ ଉକ୍ତ ନାବାଳିକା ଘରକୁ ଫେରୁଥିବା ବାଟରେ ରାସ୍ତାରୁ ଉଠାଇ ନେଇ ଯାଜପୁର ସହରର ଏକ ଲଜ‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଯାଜପୁର ହକି ଷ୍ଟାଡିୟମକୁ ପ୍ରଶିକ୍ଷଣ ପାଇଁ ଆସୁଥିବା ଜଣେ ୧୫ ବର୍ଷୀୟ ସଂଖ୍ୟାଲଘୁ ନାବାଳିକାର କ୍ରୀଡ଼ା ‌କୋଚ୍ ସହ ପରିଚୟ ଥିଲା। ତେବେ  ଚଳିତ ମାସ ୩ ତାରିଖରେ ଉକ୍ତ ନାବାଳିକା ଘରକୁ ଫେରୁଥିବା ବାଟରେ ରାସ୍ତାରୁ ଉଠାଇ ନେଇ ଯାଜପୁର ସହରର ଏକ ଲଜ‌ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ସନ୍ଦିପ ସ୍ବାଇଁ ଓ  ସିଦ୍ଧାର୍ଥ ରାଉତ ଦୁଇ ଜଣ ଯାଜପୁର ହକି ଷ୍ଟାଡିୟମର ପ୍ରଶିକ୍ଷକ  ରହିଥିବା ବେଳେ ସାର୍ଥକ ମହାନ୍ତି ଏହି କେନ୍ଦ୍ରର ପୂର୍ବତନ ପ୍ରଶିକ୍ଷକ ବୋଲି ଜଣାପଡିଛି।

ଗିରଫ ସନ୍ଦିପ ସ୍ବାଇଁ ଓ  ସିଦ୍ଧାର୍ଥ ରାଉତ ଦୁଇ ଜଣ ଯାଜପୁର ହକି ଷ୍ଟାଡିୟମର ପ୍ରଶିକ୍ଷକ  ରହିଥିବା ବେଳେ ସାର୍ଥକ ମହାନ୍ତି ଏହି କେନ୍ଦ୍ରର ପୂର୍ବତନ ପ୍ରଶିକ୍ଷକ ବୋଲି ଜଣାପଡିଛି।  ଟାଉନ ଥାନା‌ରେ ୩ ଜଣଙ୍କ ନାଁରେ ପୁଲିସ ଭାରତୀୟ ନ୍ୟାୟ ସଂହିତା ୭୦(୨),୩୫୧(୨),୭୪,୩(୫), ନାବାଳିକା ଯୌନଶୋଷଣ ସୁରକ୍ଷା ଆଇନ ଧାରା ୬ ଆଧାରରେ କେସ ନଂ ୩୪୧/୨୫ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe