ଟ୍ରାକ୍ଟର ଓଲଟି ଦମ୍ପତି ଓ ନାବାଳକ ନାତିର ଶୋଚନୀୟ ମୃତ୍ୟୁ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟ୍ଟାମୁଣ୍ଡାଇ କେନାଲ ନିକଟରେ ଥିବା ବାହାଦୂର ନଗରରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ଯ୍ୟୋଧନ ଦଳେଇ(୧୪)।

death

ବାଲିଚନ୍ଦ୍ରପୁର/ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟ୍ଟାମୁଣ୍ଡାଇ କେନାଲ ନିକଟରେ ଥିବା ବାହାଦୂର ନଗରରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ଯ୍ୟୋଧନ ଦଳେଇ(୧୪)। ଏହି ଘଟଣାରେ ଚାଳକ ଓ  ଆଉଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଏମାନେ ଘର ନିକଟ ଏକ ପାଟ ଜମିକୁ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ଯ୍ୟୋଧନ ଦଳେଇ(୧୪)। ଏହି ଘଟଣାରେ ଚାଳକ ଓ  ଆଉଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଏମାନେ ଘର ନିକଟ ଏକ ପାଟ ଜମିକୁ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରାକ୍ଟରରେ ୫ଜଣ ଯାଉଥିଲେ। ବାହାଦୂର ନଗରରେ ଟ୍ରାକ୍ଟରଟି ଓଲଟିବା ଫଳରେ ୫ଣଯାକ ଗୁରୁତର ହୋଇଥିଲେ। ସେମାନଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ  ବେଙ୍ଗ ଦଳେଇ, ଉତ୍ସବ ଦଳେଇ ଓ ଦୁର୍ଯ୍ୟୋଧନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ଟ୍ରାକ୍ଟରରେ ୫ଜଣ ଯାଉଥିଲେ। ବାହାଦୂର ନଗରରେ ଟ୍ରାକ୍ଟରଟି ଓଲଟିବା ଫଳରେ ୫ଣଯାକ ଗୁରୁତର ହୋଇଥିଲେ। ସେମାନଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ  ବେଙ୍ଗ ଦଳେଇ, ଉତ୍ସବ ଦଳେଇ ଓ ଦୁର୍ଯ୍ୟୋଧନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe