ମହାକାଳପଡ଼ାରେ ଚାଞ୍ଚଲ୍ୟ: ବାର୍‌ହା ଆକ୍ରମଣରେ ତିନି ଗୁରୁତର

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ଗ୍ରାମରେ ବାର୍‌ହା ଆତଙ୍କ ଖେଳିଯାଇଛି। ଏଠାରେ ତିନିଜଣଙ୍କୁ ବାର୍‌ହା ଆକ୍ରମଣ କରିଛି। ଏମାନେ ହେଲେ  ସିଦ୍ଧାର୍ଥ ମିର୍ଦ୍ଧା, ଆଶାଲତା ମଣ୍ଡଳ ଓ ରବିନ୍ ମିର୍ଦ୍ଧା।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ଗ୍ରାମରେ ବାର୍‌ହା ଆତଙ୍କ ଖେଳିଯାଇଛି। ଏଠାରେ ତିନିଜଣଙ୍କୁ ବାର୍‌ହା ଆକ୍ରମଣ କରିଛି। ଏମାନେ ହେଲେ  ସିଦ୍ଧାର୍ଥ ମିର୍ଦ୍ଧା, ଆଶାଲତା ମଣ୍ଡଳ ଓ ରବିନ୍ ମିର୍ଦ୍ଧା।

କେନ୍ଦ୍ରାପଡ଼ା ମେଡିକାଲ୍‌ରେ ରୋଗୀ ଜୀବନ ସହ ଖେଳ : ହିମୋଗ୍ଲୋବିନ୍ ରିପୋର୍ଟ ବି ଭୁଲ୍‌

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ଗ୍ରାମରେ ବାର୍‌ହା ଆତଙ୍କ ଖେଳିଯାଇଛି। ଏଠାରେ ତିନିଜଣଙ୍କୁ ବାର୍‌ହା ଆକ୍ରମଣ କରିଛି। ଏମାନେ ହେଲେ  ସିଦ୍ଧାର୍ଥ ମିର୍ଦ୍ଧା, ଆଶାଲତା ମଣ୍ଡଳ ଓ ରବିନ୍ ମିର୍ଦ୍ଧା। ସିଦ୍ଧାର୍ଥ ମିର୍ଦ୍ଧା (୩୫) ନାମକ ଜଣେ ଯୁବକ ଆଜି ଭୋର ସମୟରେ ଘରୁ ବାହାରକୁ ଆସିଥିବା ବେଳେ ହଠାତ୍ ତାଙ୍କୁ ଏକ ବାର୍‌ହା ଆକ୍ରମଣ କରିଥିଲା। ଏହାଫଳରେ ତାଙ୍କ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା।

ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଜମ୍ବୁ ଗ୍ରାମରେ ବାର୍‌ହା ଆତଙ୍କ ଖେଳିଯାଇଛି। ଏଠାରେ ସିଦ୍ଧାର୍ଥ ମିର୍ଦ୍ଧା (୩୫) ନାମକ ଜଣେ ଯୁବକ ଆଜି ଭୋର ସମୟରେ ଘରୁ ବାହାରକୁ ଆସିଥିବା ବେଳେ ହଠାତ୍ ତାଙ୍କୁ ଏକ ବାର୍‌ହା ଆକ୍ରମଣ କରିଥିଲା। ଏହାଫଳରେ ତାଙ୍କ ଗୋଡ଼ରେ କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଘରଲୋକେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସିଦ୍ଧାର୍ଥଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। 

ତାଙ୍କୁ ଘରଲୋକେ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସିଦ୍ଧାର୍ଥଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏଣେ ଆଶାଲତା ଓ ରବିନ୍ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe