ସୋର ବ୍ଲକରେ ଝାଡ଼ାବାନ୍ତିରେ ଗଲାଣି ୩ ଜୀବନ

Advertisment

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଝାଡ଼ାବାନ୍ତିରେ ଚାଲିଗଲାଣି ୩ ଜୀବନ। ସୂଚନା ଅନୁଯାୟୀ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡ଼ାବାନ୍ତିରେ ଇତିମଧ୍ୟରେ ୩ ଜଣଙ୍କ ଜୀବନହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ପୁରୁଷ ଓ ଜଣେ ମହିଳା।

soro

ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଝାଡ଼ାବାନ୍ତିରେ ଚାଲିଗଲାଣି ୩ ଜୀବନ। ସୂଚନା ଅନୁଯାୟୀ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡ଼ାବାନ୍ତିରେ ଇତିମଧ୍ୟରେ ୩ ଜଣଙ୍କ ଜୀବନହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ପୁରୁଷ ଓ ଜଣେ ମହିଳା। ଏବେ ବି ୮ରୁ ୧୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।  ଖାଲି ସେତିକି ନୁହେଁ,  ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ତେବେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe