Advertisment

ଖଲ୍ଲିକୋଟ ନୂଆସାହିରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ: ଜଳିଗଲା ୩ ମହଲା ଘର

Advertisment

ରାତି ୨ଟାରେ ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୩ ମହଲା ଘର। ସଟ ସର୍କିଟ ଯୋଗୁଁ ବ୍ୟାଟେରୀ ବାଇକ ଫାଟି ଲାଗିଥିଲା ନିଆଁ। ବ୍ୟାଟେରୀ ବାଇକ ଚାର୍ଜରେ ବସିଥିବା ବେଳେ ହୋଇଥିଲା ଅଘଟଣ।

ରାତି ୨ଟାରେ ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୩ ମହଲା ଘର। ସଟ ସର୍କିଟ ଯୋଗୁଁ ବ୍ୟାଟେରୀ ବାଇକ ଫାଟି ଲାଗିଥିଲା ନିଆଁ। ବ୍ୟାଟେରୀ ବାଇକ ଚାର୍ଜରେ ବସିଥିବା ବେଳେ ହୋଇଥିଲା ଅଘଟଣ।

fire

ଖଲ୍ଲିକୋଟ: ଖଲ୍ଲିକୋଟ ନୂଆସାହିରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ। ରାତି ୨ଟାରେ ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୩ ମହଲା ଘର। ସଟ ସର୍କିଟ ଯୋଗୁଁ ବ୍ୟାଟେରୀ ବାଇକ ଫାଟି ଲାଗିଥିଲା ନିଆଁ। ବ୍ୟାଟେରୀ ବାଇକ ଚାର୍ଜରେ ବସିଥିବା ବେଳେ ହୋଇଥିଲା ଅଘଟଣ। ନିଆଁର ବେଗ ପ୍ରଖର ଥିବା ହେତୁ ବ୍ୟାଟେରୀ ବାଇକ ପାଖରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଗ୍ୟାସ ସିଲିଣ୍ଡର ଫଟିବା ହେତୁ ନିଆଁର ବେଗ ବଢିଥିଲା।

ଖଲ୍ଲିକୋଟ ନୂଆସାହିରେ ବିଳମ୍ୱିତ ରାତିରେ ଅଗ୍ନିକାଣ୍ଡ। ରାତି ୨ଟାରେ ଘରେ ସମସ୍ତେ ଶୋଇଥିବା ବେଳେ ଜଳିଗଲା ୩ ମହଲା ଘର। ସଟ ସର୍କିଟ ଯୋଗୁଁ ବ୍ୟାଟେରୀ ବାଇକ ଫାଟି ଲାଗିଥିଲା ନିଆଁ। ବ୍ୟାଟେରୀ ବାଇକ ଚାର୍ଜରେ ବସିଥିବା ବେଳେ ହୋଇଥିଲା ଅଘଟଣ। ନିଆଁର ବେଗ ପ୍ରଖର ଥିବା ହେତୁ ବ୍ୟାଟେରୀ ବାଇକ ପାଖରେ ଥିବା ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଗ୍ୟାସ ସିଲିଣ୍ଡର ଫଟିବା ହେତୁ ନିଆଁର ବେଗ ବଢିଥିଲା।


ଘରର ଆସବାବ ପତ୍ର ଓ ବୈଦ୍ୟୁତିକ ଉପକରଣ ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ  ଓ ଖଲ୍ଲିକୋଟ ପୁଲିସ୍ ଙ୍କ ଦ୍ବାରା ଘରେ ଥିବା ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏକ ଘଣ୍ଟାର ପରିଶ୍ରମ ସହିତ ନିଆଁକୁ ନିୟନ୍ତ୍ରଣ କରିଥିଲେ ଅଗ୍ନିଶମ ବାହିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe