ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ, ଏମାନଙ୍କ ନାଆଁରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

maoist new

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ତିନି ଦୁର୍ଦ୍ଦାନ୍ତ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତିନି ମୃତକ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା  ଏବଂ ଅଞ୍ଜୁ । ଏମାନଙ୍କ ନାଆଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ପ୍ରଥମଙ୍କ ନାମରେ ୨୫ ଲକ୍ଷ, ଦ୍ବିତୀୟଙ୍କ ନାମରେ ୨୦ ଲକ୍ଷ ଓ ତୃତୀୟ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ଆଜି ସକାଳେ ସେମାନଙ୍କୁ ଏନକାଉଣ୍ଟର୍ କରାଯାଇଥିଲା।

ପ୍ରଥମଙ୍କ ନାମରେ ୨୫ ଲକ୍ଷ, ଦ୍ବିତୀୟଙ୍କ ନାମରେ ୨୦ ଲକ୍ଷ ଓ ତୃତୀୟ ମାଓବାଦୀଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା।  ଆଜି ସକାଳେ ସେମାନଙ୍କୁ ଏନକାଉଣ୍ଟର୍ କରାଯାଇଥିଲା।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe