ସମ୍ବଲପୁରରେ ବଡ଼ ଧରଣର ସଶସ୍ତ୍ର ଡକାୟତି: ଲୁଟିନେଲେ ୩୦କିଲୋ ସୁନା

Advertisment

ସମ୍ବଲପୁରରେ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି। ସମ୍ବଲପୁରର ଅଇଁଠାପାଲିଠାରେ ଥିବା ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ୧୦ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଲୁଟ୍ କରିଛନ୍ତି। ସୁନା ଲୁଟ୍ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

ସମ୍ବଲପୁର: ସମ୍ବଲପୁରରେ ବଡ଼ ଧରଣର ସଶସ୍ତ୍ର ଡକାୟତି ଘଟିଛି। ସମ୍ବଲପୁରର ଅଇଁଠାପାଲିଠାରେ ଥିବା ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ୧୦ ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଲୁଟ୍ କରିଛନ୍ତି। ଆଜି ସକାଳେ କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପାଖାପାଖି ୩୦ କେଜି ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ପାଖାପାଖି ୩୦ କେଜି ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୁନା ଲୁଟ୍ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ନକାବନ୍ଦି କରି ପୁଲିସ ଛାନଭିନ ଚଳାଇଛି। 

ସୁନା ଲୁଟ୍ କରି ଲୁଟେରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସହରର ବିଭିନ୍ନ ସ୍ଥାନରେ ନକାବନ୍ଦି କରି ପୁଲିସ ଛାନଭିନ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe