ସର୍ଟ ସର୍କିଟ ଯୋଗୁ ଲାଗିଲା ନିଆଁ, ଜଳିଗଲା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି

ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ କୌଣସି କାରଣବଶତଃ ଲାଗିଲା ନିଆଁ| ଗାଡ଼ିରେ ଥିଵା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି ନିଆଁ ଲାଗି ନଷ୍ଟ ହୋଇଯାଇଛି| ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ସମପେଣ୍ଠାକୁ ଗାଡ଼ିଟି ଯାଉଥିବାର ସୂଚନା ରହିଛି |  

rt

ଛତ୍ରପୁର: ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ କୌଣସି କାରଣବଶତଃ ଲାଗିଲା ନିଆଁ| ଗାଡ଼ିରେ ଥିଵା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି ନିଆଁ ଲାଗି ନଷ୍ଟ ହୋଇଯାଇଛି| ଛତ୍ରପୁରର ଦୁଇ ଦମକଳ ଗାଡ଼ି ନିଆଁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା |

ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ କୌଣସି କାରଣବଶତଃ ଲାଗିଲା ନିଆଁ| ଗାଡ଼ିରେ ଥିଵା ୩୦ରୁ ଅଧିକ ବ୍ୟାଟେରି ସ୍କୁଟି ନିଆଁ ଲାଗି ନଷ୍ଟ ହୋଇଯାଇଛି| ଛତ୍ରପୁରର ଦୁଇ ଦମକଳ ଗାଡ଼ି ନିଆଁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। ପ୍ରାୟ ଏକ ଘଣ୍ଟା ପରେ ନିଆଁ ନିୟନ୍ତ୍ରଣକୁ ଆସିଥିଲା | ଗାଡ଼ିର ସର୍ଟ ସର୍କିଟ ପାଇଁ ଏହି ନିଆଁ ଲାଗିଥିବା ଜଣାଯାଇଛି | ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ସମପେଣ୍ଠାକୁ ଗାଡ଼ିଟି ଯାଉଥିବାର ସୂଚନା ରହିଛି |  

ଗାଡ଼ିର ସର୍ଟ ସର୍କିଟ ପାଇଁ ଏହି ନିଆଁ ଲାଗିଥିବା ଜଣାଯାଇଛି | ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶର ସମପେଣ୍ଠାକୁ ଗାଡ଼ିଟି ଯାଉଥିବାର ସୂଚନା ରହିଛି |  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe