ଶ୍ରାବଣ ତୃତୀୟ ସୋମବାର: ହରିଶଙ୍କର ଶୈବପୀଠ ଚଳଚଞ୍ଚଳ

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା।

9b3b989a-0019-439c-ae50-900d73f19c2e

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଦୁରୁଦୂରାନ୍ତରୁ ଜଳ ଆଣି ଢାଳିଥିଲେ।

ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ତୀର୍ଥକ୍ଷେତ୍ରରେ ଶ୍ରାବଣ ତୃତୀୟ ସୋମବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାଉଡ଼ିଆଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଦୁରୁଦୂରାନ୍ତରୁ ଜଳ ଆଣି ଢାଳିଥିଲେ।ଏହି ଅବସରରେ ଭୋର୍ ୪ଟାରେ ମନ୍ଦିର ଖୋଳିବା ସହିତ ଦୈନନ୍ଦିନ ପୂଜା ନୀତି ଠାକୁରଙ୍କ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପାପନାଶିନୀ ଝରଣାରେ ବୁଡ଼ ପକାଇ ଜଳ ସଂଗ୍ରହ କରିବା ପରେ ଲମ୍ବା ଧାଡ଼ିରେ ରହି ଠାକୁରଙ୍କ ଦର୍ଶନ କରିଥିଲେ।

hs

ଏହି ଅବସରରେ ଭୋର୍ ୪ ଟାରେ ମନ୍ଦିର ଖୋଳିବା ସହିତ ଦୈନନ୍ଦିନ ପୂଜା ନୀତି ଠାକୁରଙ୍କ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପାପନାଶିନୀ ଝରଣାରେ ବୁଡ଼ ପକାଇ ଜଳ ସଂଗ୍ରହ କରିବା ପରେ ଲମ୍ବା ଧାଡ଼ିରେ ରହି ଠାକୁରଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଡ଼ କରାଯାଇଥିଲା ସେହିପରି କନ୍ଦରା ଭଟା ଜଳ ମହାଦେବଙ୍କ ଠାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe