ଟ୍ରାକ୍ଟର ପଛରେ ପିଟିଲା ବାଇକ୍, ଚାଲିଗଲା ୩ ଯୁବକଙ୍କ ଜୀବନ

Advertisment

୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ , ଠନସୁନ୍ଦର ସା ଓ ଚନ୍ଦନ ଲୁହାର ।

୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ , ଠନସୁନ୍ଦର ସା ଓ ଚନ୍ଦନ ଲୁହାର ।

xc

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରା ଦେଖା ହୋଇଗଲା ଶେଷ ଯାତ୍ରା । ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋର ୩ଟାରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସୱେ  ଭୋଇପାଲି ନିକଟରେ ଦୁର୍ଘଟଣା ଘଟିଛି। ୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ , ଠନସୁନ୍ଦର ସା ଓ ଚନ୍ଦନ ଲୁହାର ।

ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋର ୩ଟାରେ ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସୱେ  ଭୋଇପାଲି ନିକଟରେ ଦୁର୍ଘଟଣା ଘଟିଛି। ୩ ଜଣ ଯୁବକ ବଡ଼ ଗାଁରେ ହେଉଥିବା ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ , ଠନସୁନ୍ଦର ସା ଓ ଚନ୍ଦନ ଲୁହାର। ଉକ୍ତ ୩ ଯୁବକ ଯାତ୍ରା ଦେଖି ଏକ ବାଇକରେ ଘରକୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିହୋଇଥିଲା। ଏହାଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବଡ଼ଗାଁ ମେଡିକାଲରେ ରଖିଛି।

ଉକ୍ତ ୩ ଯୁବକ ଯାତ୍ରା ଦେଖି ଏକ ବାଇକରେ ଘରକୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିହୋଇଥିଲା। ଏହାଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବଡ଼ଗାଁ ମେଡିକାଲରେ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe