ଘର ଭିତରେ ଜଳିଗଲା ୪ ବାଇକ୍, ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍।

fire678

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ବାଇକ୍। ଘର ଭିତରେ ହଠାତ ଜଳିଗଲା ବାଇକ୍।

ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍।

ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ବାଇକ୍। ଘର ଭିତରେ ହଠାତ ଜଳିଗଲା ବାଇକ୍। ଫଳରେ ଟି ବାଇକ ଜଳିଯିବା ସହ ଘର ମଧ୍ୟ ନଷ୍ଟ ହୋଇଛି ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟି ବ୍ୟାଟେରି ବାଇକ୍ , ଟି ନର୍ମାଲ ବାଇକ ଗୋଟିଏ ସାଇକେଲ ଜଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe