ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍: ଚାରି ସାଙ୍ଗ ଗୁରୁତର

Advertisment

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଚାରି ଜଣ ସାଙ୍ଗ ଗୁରୁତର। ଗୁରୁତର ଯୁବକମାନଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୌଦ୍ଧ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଶ୍ରୀରାମ ଅଗ୍ରୱାଲ, କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଚାରି ଜଣ ସାଙ୍ଗ ଗୁରୁତର। ଗୁରୁତର ଯୁବକମାନଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୌଦ୍ଧ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଶ୍ରୀରାମ ଅଗ୍ରୱାଲ, କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ।

42d97074-b2a7-4e7c-9156-cbc375c70971 .

ହରଭଙ୍ଗା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଚାରି ଜଣ ସାଙ୍ଗ ଗୁରୁତର। ଗୁରୁତର ଯୁବକମାନଙ୍କୁ ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୌଦ୍ଧ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ହେଲେ ବୌଦ୍ଧ ସହରର ଶ୍ରୀରାମ ଅଗ୍ରୱାଲ, କ୍ରିସ୍ ଅଗ୍ରୱାଲ, ଧ୍ରୁବ ସାହୁ ଓ ରୋହିତ ସାହୁ। ବୌଦ୍ଧ-କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିଟି ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। 

ବୌଦ୍ଧ-କନ୍ଧମାଳ ସୀମାନ୍ତ ଘୋଡାଡିଆଁ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିଟି ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ଯାଉଥିଲା। କଟକ ଥାନା ଅନ୍ତର୍ଗତ ଘୋଡାଡିଆଁ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା। ଫଳରେ ୪ଜଣ ଯୁବକ ଗୁରୁତର ହୋଇଥିଲେ।

cf242b63-7b60-4558-aa9e-d09e12e9c3e6

ସୂଚନା ମୁତାବକ ବୌଦ୍ଧ ସହର ଚାରିଜଣ ସାଙ୍ଗ ଗତକାଲି ରାତିରେ ବୌଦ୍ଧରୁ ଫୁଲବାଣୀ ଅଭିମୁଖେ ବାହାରିଥିବା ବେଳେ ପୁରୁଣା କଟକ ଥାନା ଅନ୍ତର୍ଗତ ଘୋଡାଡିଆଁ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା। ଫଳରେ ୪ଜଣ ଯୁବକ ଗୁରୁତର ହୋଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଯୁବକମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚାରି ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୁରୁଣା କଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe