ଏନକାଉଣ୍ଟରରେ ୪ ନକ୍ସଲ ମୃତ, ଜଣେ ଯବାନ ସହିଦ

ଆଜି ସକାଳେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲେ। ତେବେ ନକ୍ସଲ ଗୁଳିରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ଜଣାପଡିଛି। ମୃତ ଯବାନଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି।

maoist

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ନାରାୟଣପୁର,ଦନ୍ତେବାଡ଼ା,କୋଣ୍ଡାଗାଓଁ,ଜଗଦଲପୁରର ଡ଼ିଆରଜି,ଏସ୍ଟିଏଫ,ଜିଲ୍ଲା ପୁଲିସ ଗତକାଲି ସର୍ଚ୍ଚ ଅପେରେସନ କରୁଥିଲେ। ତେବେ ଗତକାଲି ରାତି ଠାରୁ ନକ୍ସଲ ସହ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଆଜି ସକାଳେ ଛତ୍ରଭଙ୍ଗ ଦେଇଥିଲେ।

ତେବେ ଗତକାଲି ରାତି ଠାରୁ ନକ୍ସଲ ସହ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଆଜି ସକାଳେ ଛତ୍ରଭଙ୍ଗ ଦେଇଥିଲେ। ଆଜି ସକାଳେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲେ। ତେବେ ନକ୍ସଲ ଗୁଳିରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ଜଣାପଡିଛି। ମୃତ ଯବାନଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି।ତେବେ ଯବାନ ଫେରିବା ପରେ ହିଁ ବିସ୍ତୃତ ରିପୋର୍ଟ ମିଳିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ଏକେ-୪୭,ଏସଏଲଆର,ଅଟୋମେଟିମ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପେରେସନ ଚାଲିଛି।

 ଆଜି ସକାଳେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲେ। ତେବେ ନକ୍ସଲ ଗୁଳିରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ଜଣାପଡିଛି। ମୃତ ଯବାନଙ୍କ ନାମ ସାନୁ କରାମ ବୋଲି ଜଣାପଡିଛି।ତେବେ ଯବାନ ଫେରିବା ପରେ ହିଁ ବିସ୍ତୃତ ରିପୋର୍ଟ ମିଳିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରୁ ଏକେ-୪୭,ଏସଏଲଆର,ଅଟୋମେଟିମ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେ ବି ସର୍ଚ୍ଚ ଅପେରେସନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe