ଦଶହରାରେ ଦୁର୍ଗା ମା’ଙ୍କ ଠାରୁ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ

ମା’ ଦୁର୍ଗାଙ୍କ ଆଜି ହେଉଛି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ଜୟ ହେବ। ରାବଣକୁ ବଧ କରିବେ ଜଗତ ଜନନୀ। ଦଶହରା ଅବସରରେ ମାଙ୍କ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି। ଶ୍ରଦ୍ଧାଳୁ ମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି। କଟକରେ ସୁନା-ରୁପାରେ ଝଟକୁଛନ୍ତି ମା’।

ଅଦ୍ୟତନ ହୋଇଛି
Rupa

Photo: Nandu, Sambad, Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe