ବେଆଇନ ଭାବେ ଗୋଚାଲାଣ ବେଳେ ଓଲଟିଲା ପିକଅପ ଭ୍ୟାନ, ୫ ଷଣ୍ଢ ମୃତ

ବେଆଇନ ଭାବେ ଗୋ ଚାଲାଣ ବେଳେ ଆଜି ଭୋର ସମୟରେ ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ଛକ ନିକଟରେ ଏକ ପିକଅପ ଓଲଟି ସେଥିରେ ଥିବା ୫ ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। ଆଉ ୫ ଷଣ୍ଢ ଗୁରୁତର।

ଅଦ୍ୟତନ ହୋଇଛି
lives of 14 cows were lost

ବାଲେଶ୍ୱର: ବେଆଇନ ଭାବେ ଗୋ ଚାଲାଣ ବେଳେ ଆଜି ଭୋର ସମୟରେ ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ଛକ ନିକଟରେ ଏକ ପିକଅପ ଓଲଟି ସେଥିରେ ଥିବା ୫ ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। ଆଉ ୫ ଷଣ୍ଢ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ଦେଖାଯାଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାସ୍ଥଳରେ ବାଲେଶ୍ୱର ସିଟି ଡିଏସପି ଶୁଭ୍ରାଂଶୁ ଶେଖର ନାୟକ, ସଦର ଥାନା ଆଇଆଇସି ଦୟାନିଧି ସାହୁ ପହଂଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି।

 ବେଆଇନ ଭାବେ ଗୋ ଚାଲାଣ ବେଳେ ଆଜି ଭୋର ସମୟରେ ବାଲେଶ୍ୱର ସହର ଉପକଣ୍ଠ ସୁନ୍ଦରୀ ଛକ ନିକଟରେ ଏକ ପିକଅପ ଓଲଟି ସେଥିରେ ଥିବା ୫ ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ଦେଖାଯାଇଛି। ଆଉ ୫ ଷଣ୍ଢ ଗୁରୁତର ।

 ଲୋକଙ୍କ ଦ୍ୱାରା ଅଟକ ଥିବା ପିକଅପ ଭ୍ୟାନର ଡ୍ରାଇଭରକୁ ସଦର ଥାନା ପୁଲିସକୁ ଜିମା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe