କୁଳଡିହା ଅଭୟାରଣ୍ୟରୁ ୫ ସଶସ୍ତ୍ର ଶିକାରୀ ଗିରଫ

Advertisment

ଆକ୍ସନ ମୋଡରେ ବନବିଭାଗ ,ଟ୍ରାପ କ୍ୟାମେରା ଚୋରି କରି ଫସିଲେ ଶିକାରୀ। ବନବିଭାଗକୁ ବଡ଼ ସଫଳତା। ୫ ସଶସ୍ତ୍ର ଶିକାରୀ ଗିରଫ ।ବନବିଭୀଗ ହାତରୁ ବଞ୍ଚିବା ପାଇଁ ୧୫ ରୁ ଅଧିକ ଟ୍ରାପ କ୍ୟାମେରା ଚୋରି କରିଥିଲେ ଶିକାରୀମାନେ।

Updated On

ଆକ୍ସନ ମୋଡରେ ବନବିଭାଗ ,ଟ୍ରାପ କ୍ୟାମେରା ଚୋରି କରି ଫସିଲେ ଶିକାରୀ। ବନବିଭାଗକୁ ବଡ଼ ସଫଳତା। ୫ ସଶସ୍ତ୍ର ଶିକାରୀ ଗିରଫ ।ବନବିଭୀଗ ହାତରୁ ବଞ୍ଚିବା ପାଇଁ ୧୫ ରୁ ଅଧିକ ଟ୍ରାପ କ୍ୟାମେରା ଚୋରି କରିଥିଲେ ଶିକାରୀମାନେ।

ଅଦ୍ୟତନ ହୋଇଛି
ଚୁ

ନୀଳଗିରି: ଆକ୍ସନ ମୋଡରେ ବନବିଭାଗ ,ଟ୍ରାପ କ୍ୟାମେରା ଚୋରି କରି ଫସିଲେ ଶିକାରୀ। ବନବିଭାଗକୁ ବଡ଼ ସଫଳତା। ୫ ସଶସ୍ତ୍ର ଶିକାରୀ ଗିରଫ ।ବନବିଭୀଗ ହାତରୁ ବଞ୍ଚିବା ପାଇଁ ୧୫ ରୁ ଅଧିକ ଟ୍ରାପ କ୍ୟାମେରା ଚୋରି କରିଥିଲେ ଶିକାରୀମାନେ।

ସୂଚନା ମୁତାବକ, ଶିକାରୀମାନଙ୍କୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲା। ହେଲେ ଶିକାରୀ ତା କବଳରୁ ବଞ୍ଚିବା ପାଇଁ ବାରମ୍ବାର କ୍ୟାମେରାଗୁଡ଼ିକୁ ଚୋରି କରିନେଉଥିଲେ । ବନବିଭାଗ ବୁଦ୍ଧି ଖଟାଇ ସ୍ପାଏ କ୍ୟାମେରାମାନ ଲଗାଇଥିଲା। ଗତ ମାସ ୨୮ ତାରିଖରେ ୫ ଜଣ ଶିକାରୀ ଉକ୍ତ କ୍ୟାମେରାଗୁଡ଼ିକୁ ଚୋରି କରୁଥିବା ସମୟରେ ସେମାନେ ସ୍ପାଏ କ୍ୟାମେରାରେ ଧରାପଡ଼ିଥିଲେ।

ଶିକାରୀମାନଙ୍କୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲା। ହେଲେ ଶିକାରୀ ତା କବଳରୁ ବଞ୍ଚିବା ପାଇଁ ବାରମ୍ବାର କ୍ୟାମେରାଗୁଡ଼ିକୁ ଚୋରି କରିନେଉଥିଲେ । ବନବିଭାଗ ବୁଦ୍ଧି ଖଟାଇ ସ୍ପାଏ କ୍ୟାମେରାମାନ ଲଗାଇଥିଲା। ଗତ ମାସ ୨୮ ତାରିଖରେ ୫ ଜଣ ଶିକାରୀ ଉକ୍ତ କ୍ୟାମେରାଗୁଡ଼ିକୁ ଚୋରି କରୁଥିବା ସମୟରେ ସେମାନେ ସ୍ପାଏ କ୍ୟାମେରାରେ ଧରାପଡ଼ିଥିଲେ। ତଦନ୍ତ କରି ବନବିଭାଗ ଆଜି ଉକ୍ତ ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ କୁଟାରୀ ସିଂଘ, ଧନୁ ତୀର ,ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। କୁଳଡିହା ରେଞ୍ଜ ବେତେଇ ବିଟ ଚେମଚଟା ଅଞ୍ଚଳରୁ ପୁନଃ ଶିକାର ନିମନ୍ତେ ପ୍ରବେଶ କରିଥିବା ସମୟରେ ଶିକାରୀମାନଙ୍କୁ ବନବିଭାଗ ଗିରଫ କରିଛି।

ତଦନ୍ତ କରି ବନବିଭାଗ ଆଜି ଉକ୍ତ ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ କୁଟାରୀ ସିଂଘ, ଧନୁ ତୀର ,ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। କୁଳଡିହା ରେଞ୍ଜ ବେତେଇ ବିଟ ଚେମଚଟା ଅଞ୍ଚଳରୁ ପୁନଃ ଶିକାର ନିମନ୍ତେ ପ୍ରବେଶ କରିଥିବା ସମୟରେ ଶିକାରୀମାନଙ୍କୁ ବନବିଭାଗ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe