ଋତୁକାଳୀନ ବ୍ୟବସାୟ ନାଁରେ ଗଞ୍ଜେଇ ବେପାର: ଛଅ ଅଭିଯୁକ୍ତ ଅଟକ

Advertisment

ଋତୁକାଳୀନ ବ୍ୟବସାୟ ନାଁରେ ଗଞ୍ଜେଇ ବେପାର କରି ପୁଲିସ ହାତରେ ଧରାପଡ଼ିଲେ ଛଅ ଅଭିଯୁକ୍ତ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।  ଘଟଣାସ୍ଥଳରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜଵତ କରାଯାଇଥିଲା।

ଋତୁକାଳୀନ ବ୍ୟବସାୟ ନାଁରେ ଗଞ୍ଜେଇ ବେପାର କରି ପୁଲିସ ହାତରେ ଧରାପଡ଼ିଲେ ଛଅ ଅଭିଯୁକ୍ତ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।  ଘଟଣାସ୍ଥଳରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜଵତ କରାଯାଇଥିଲା।

ିୀର

କୋରାପୁଟ: ଋତୁକାଳୀନ ବ୍ୟବସାୟ ନାଁରେ ଗଞ୍ଜେଇ ବେପାର କରି ପୁଲିସ ହାତରେ ଧରାପଡ଼ିଲେ ଛଅ ଅଭିଯୁକ୍ତ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। 

ଋତୁକାଳୀନ ବ୍ୟବସାୟ ନାଁରେ କିଛି ଲୋକ ଗଞ୍ଜେଇ ବେପାର କରୁଥିବାର ଖବର ପାଇ ବୋରିଗୁମ୍ମା ଏସଡିପିଓଙ୍କ ନେତୃତ୍ୱରେ କୋଙ୍ଗାରଗୁଡାରେ ଚଢାଉ କରାଯାଇଥିଲା। ଘଟଣାସ୍ଥଳରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜଵତ କରାଯାଇଥିଲା।

ଋତୁକାଳୀନ ବ୍ୟବସାୟ ନାଁରେ କିଛି ଲୋକ ଗଞ୍ଜେଇ ବେପାର କରୁଥିବାର ଖବର ପାଇ ବୋରିଗୁମ୍ମା ଏସଡିପିଓଙ୍କ ନେତୃତ୍ୱରେ କୋଙ୍ଗାରଗୁଡାରେ ଚଢାଉ କରାଯାଇଥିଲା। ଘଟଣାସ୍ଥଳରୁ ଆଠ କୁଇଣ୍ଟାଲ ଗଞ୍ଜେଇ ଜଵତ କରାଯାଇଥିଲା। ଏହି ମାମଲାରେ ଛଅଜଣଙ୍କୁ ଅଟକ ରଖାଯାଇଚି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

ଵିସିଂହପୁର ଥାନା ଅନ୍ତର୍ଗତ କଙ୍ଗାର ଗୁଡା ଗାଁର ଦିପୁ ବେହେରା ଋତୁକାଳୀନ ବ୍ୟବସାୟ କରନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଦିପୁ ମକା, ତେନ୍ତୁଳି, ଧାନ, ବାଜରା, ମାଣ୍ଡିଆ ଆଦି କିଣିନ୍ତି ବାହାରକୁ ଏସବୁ ବାହାର ରାଜ୍ୟକୁ ପଠାଇବା ସମୟରେ ଗଞ୍ଜେଇ ପ୍ୟାକେଟ କରି ପଠାଉଥିଲେ। ଅଭିଯୁକ୍ତ ଦିପୁଙ୍କ ଗୋଦାମରେ ଗଂଜେଇ କାରବାର ଚାଲୁଥିବା ସୂଚନା ପାଇ ବୋରିଗୁମ୍ମା ଏସ ଡି ପି ଓ ତପସ୍ୱିନୀ କଁଅରଙ୍କ ନେର୍ତ୍ତୃତ୍ବ ରେ ଛଡାଉ କରିଥିଲେ ମୁଖ୍ୟ ଅଭିଯୁକ୍ତ ଦିପୁ ଚମ୍ପଟ ମାରିଥିଲେ। ତେବେ ଦିପୁଙ୍କ ବାପାଙ୍କ ସହ ଅନ୍ୟ ୫ଜଣଙ୍କୁ ପୁଲିସ ଅଟକ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe