Old woman Photograph: (sambad.in)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତ ବିଲାବାଡ଼ି ଗ୍ରାମର ୬୫ ବର୍ଷ ଅସହାୟ ବୃଦ୍ଧା ମହିଳା ଭତ୍ତା ପାଇବାରୁ ବଞ୍ଚିତ। ଏହି ବୃଦ୍ଧା ମହିଳା ହେଉଛନ୍ତି ରେବତୀ ପ୍ରଧାନ। ଦୀର୍ଘ ବର୍ଷ ହେବ ଭତ୍ତା ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ନିରାଶ ହୋଇ ଘରେ ଭୋକ ଉପାସରେ ଦିନ କାଟୁଥିବା ନଜିର ରହିଛି। ସେ ଜଣେ ଅସହାୟ ଗରିବ ଶ୍ରେଣୀର ବୃଦ୍ଧା ମହିଳା।
Follow Us