ଦେଶୀ ମଦଭାଟିରୁ ୭ ଲକ୍ଷ ଲୁଟ୍: ୨ ଡକାୟତ ଅଟକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଧର୍ମଗଡ଼ ସହର ଭୀମ ଖୋଜପଡ଼ାରେ ଥିବା ଦେଶୀ ମଦ ଭାଟିରୁ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ପୁଲିସ୍ ଏସପିଙ୍କ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛନ୍ତି ।

ଅଦ୍ୟତନ ହୋଇଛି
ଭ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଧର୍ମଗଡ଼ ସହର ଭୀମ ଖୋଜପଡ଼ାରେ ଥିବା ଦେଶୀ ମଦ ଭାଟିରୁ ଲୁଟ୍ ଘଟଣାରେ ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ବିଳମ୍ବିତ ରାତ୍ରିରେ ଧର୍ମଗଡ଼ ସହର ଭୀମ ଖୋଜପଡ଼ାରେ ଥିବା ଦେଶୀ ମଦ ଭାଟି ସଶସ୍ତ୍ର ଡକାୟତି ହୋଇଛି। ୧୦ରୁ ଅଧିକ ଡକାୟତ ଆସିଥିବା ସୂଚନା ମିଳିଛି। ସେମାନେ ଭାଟି କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ନେଇଥିବା କୁହାଯାଉଛି। ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ ସମେତ ମାରଣାସ୍ତ୍ର ଜବତ କରାଯାଇଛି।

ୂରା

ବିଳମ୍ବିତ ରାତ୍ରିରେ ଧର୍ମଗଡ଼ ସହର ଭୀମ ଖୋଜପଡ଼ାରେ ଥିବା ଦେଶୀ ମଦ ଭାଟି ସଶସ୍ତ୍ର ଡକାୟତି ହୋଇଛି। ୧୦ରୁ ଅଧିକ ଡକାୟତ ଆସିଥିବା ସୂଚନା ମିଳିଛି। ସେମାନେ ଭାଟି କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ନେଇଥିବା କୁହାଯାଉଛି। ଘଟଣାସ୍ଥଳରୁ ଏକ ଦେଶୀ ପିସ୍ତଲ ସମେତ ମାରଣାସ୍ତ୍ର ଜବତ କରାଯାଇଛି।

ପୁଲିସ ଦୁଇ ଡକାୟତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପୁଲିସ୍ ଏସପିଙ୍କ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe