ବଲାଙ୍ଗୀର ଡବଲ୍‌ ମର୍ଡର୍‌ ମାମଲା: ୮ ଅଭିଯୁକ୍ତ ଗିରଫ, ଘଟଣା ପଛରେ ୭ଲକ୍ଷ ଟଙ୍କା

Advertisment

ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ  ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି।

ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ  ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି।

5a4f1b2a-7f34-447f-a455-c04451183f4b

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ  ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝାଡ଼ଖଣ୍ଡର ୭ ଓ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି।

 ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ତଣ୍ଡାମୁଣ୍ଡା ଜଙ୍ଗଲରୁ ଗତ ୨୪ ତାରିଖ ପୁଲିସ୍‌ ଜଣେ ଯୁବକ ଓ ଯୁବତୀଙ୍କ ତଣ୍ଟିକଟା ଶବ ଜବତ କରିଥିଲା। ଖୋଳତାଡ଼ ପରେ ପୁଲିସ୍‌ ଏହି ମାମଲାରେ ସଫଳତା ପାଇଛି। ଘଟଣାରେ ୮ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମା‌ନେ ହେଲେ ଝାରଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ଆଶୁତୋଷ ଗୌତମ ଓରଫ୍‌ ବବଲୁ କିଲ୍ଲୋ, ଗୌରବ କୁମାର, ଚନ୍ଦନ କୁମାର, କୌଶଲ କୁମାର ଓରଫ କୌଶଲ ବିହାରୀ, ବିହାର ଔରଙ୍ଗାବାଦର ବାଦଲ କୁମାର, ରାଜୀବ ଗୌତମ ଓରଫ୍‌ ପପ୍ପୁ, ବିଶାଲ କୁମାର ଓରଫ୍‌ ଦେବ ଏବଂ ବଲାଙ୍ଗୀର ପ୍ରତାପସାଗର ପଡ଼ାର ରାଜେନ୍ଦ୍ର ସେଠ୍‌ ଓରଫ୍‌ ଡବଲୁ।

 ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ତଣ୍ଡାମୁଣ୍ଡା ଜଙ୍ଗଲରୁ ଗତ ୨୪ ତାରିଖ ପୁଲିସ୍‌ ଜଣେ ଯୁବକ ଓ ଯୁବତୀଙ୍କ ତଣ୍ଟିକଟା ଶବ ଜବତ କରିଥିଲା। ଖୋଳତାଡ଼ ପରେ ପୁଲିସ୍‌ ଏହି ମାମଲାରେ ସଫଳତା ପାଇଛି। ଘଟଣାରେ ୮ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମା‌ନେ ହେଲେ ଝାରଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ଆଶୁତୋଷ ଗୌତମ ଓରଫ୍‌ ବବଲୁ କିଲ୍ଲୋ, ଗୌରବ କୁମାର, ଚନ୍ଦନ କୁମାର, କୌଶଲ କୁମାର ଓରଫ କୌଶଲ ବିହାରୀ, ବିହାର ଔରଙ୍ଗାବାଦର ବାଦଲ କୁମାର, ରାଜୀବ ଗୌତମ ଓରଫ୍‌ ପପ୍ପୁ, ବିଶାଲ କୁମାର ଓରଫ୍‌ ଦେବ ଏବଂ ବଲାଙ୍ଗୀର ପ୍ରତାପସାଗର ପଡ଼ାର ରାଜେନ୍ଦ୍ର ସେଠ୍‌ ଓରଫ୍‌ ଡବଲୁ। ଟଙ୍କା ଲେଣଦେଣକୁ କେନ୍ଦ୍ର କରି ମହମ୍ମଦ ଜାଭେଦ୍‌ ଏବଂ ପଲକ ମିଶ୍ରକୁ ଅଭିଯୁକ୍ତମାନେ ତଣ୍ଟିକାଟି ହତ୍ୟା କରିଥିବା ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ବବଲୁ କି‌ଲ୍ଲୋ। ସେ ବୋକାରୋରେ ଜମି କାରବାର କରୁଥିବା। ବବଲୁ ନାମରେ ଝାରଖଣ୍ଡର ବିଭିନ୍ନ ଥାନାରେ ଗୁଡ଼ାଏ ମାମଲା ରହିଛି। ବବଲୁ ପାଖରେ ଜାଭେଦ୍‌ କାମ କରୁଥିଲା। ଜାଭେଦ୍‌ ନାମରେ ବି ଗୁଡ଼ାଏ ଅପରାଧିକ ମାମଲା ରହିଛି। କୌଣସି କାରଣରୁ ଜାଭେଦ୍‌ ୭ଲକ୍ଷ ଟଙ୍କା ବବଲୁ ପାଖରୁ ଆଣିଥିଲା। କିନ୍ତୁ ଟଙ୍କା ଫେରାଉନଥିଲା। ବବଲୁ ବାରମ୍ବାର ଟଙ୍କା ମାଗିବା ପରେ ଜାଭେଦ୍‌ ନିଜ ବାନ୍ଧବୀ ପଲକ୍‌ ସହ ବଲାଙ୍ଗୀର ଚାଲି ଆସିଥିଲା। ଏଠାରେ ଦୁହେଁ ମହାଲକ୍ଷ୍ମୀନଗରସ୍ଥିତ ରାଜେନ୍ଦ୍ର ସେଠ୍‌ ଘରେ ଭଡ଼ାରେ ରହୁଥିଲେ। ଏଠାରେ ସେମାନେ ଗଞ୍ଜେଇ କାରବାର ଚଳାଉଥିଲେ। ବଲାଙ୍ଗୀରରେ ଜାଭେଦ୍‌ ଏବଂ ପଲକ୍‌ ଥିବା ଜାଣି ବବଲୁ ସହ ଅନ୍ୟ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ବଲାଙ୍ଗୀର ଆସିଥିଲେ।

2d4cf9bb-4fc6-49ee-b728-bb9c4fffcb85

 ଜାଭେଦ୍‌ ଏବଂ ପଲକକୁ ସେମାନେ ନିର୍ଯାତନା ଦେବା ସହ ରାଜେନ୍ଦ୍ରର ଗାଡ଼ିରେ ତଣ୍ଡାମୁଣ୍ଡା ଜଙ୍ଗଲକୁ ନେଇ ହତ୍ୟା କରିଥିଲେ। ସେଠାରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୁଲିସ୍‌ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ, ଗୋଟିଏ ଦେଶୀ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୧୦ଟି ମୋବାଇଲ୍‌, କାର୍‌ ଏବଂ ଗୋଟିଏ ସ୍କୁଟି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe