କୁଜଙ୍ଗରେ ଚାଞ୍ଚଲ୍ୟ: ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭସ୍ଥ ଶିଶୁ ମୃତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି।

jagatsinghpur

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି।

କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।

 ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe