ଗୋପୀନାଥ ମହାନ୍ତିଙ୍କ ରଚନାରେ ଆଦିବାସୀ ଜନଜୀବନର ଚିତ୍ର

Advertisment

ବହୁ ଚର୍ଚ୍ଚିତ ‘ପରଜା’ ‘ଦାଢ଼ିବୁଢ଼ା’ ଓ ‘ଅମୃତର ସନ୍ତାନ’ର କାଳଜୟୀ ଲେଖକ ଗୋପୀନାଥ ମହାନ୍ତି। ତାଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଆକାଡେମୀ ଓ କୋରାପୁଟ ସାହିତ୍ୟ ପରିବାର ପକ୍ଷରୁ ‘‘ଗୋପୀନାଥ ମହାନ୍ତିଙ୍କ ରଚନାରେ ଆଦିବାସୀ ଜନଜୀବନର ଚିତ୍ର’’ ଆଲୋଚନାଚକ୍ର  ଆଦିବାସୀ ସଂଗ୍ରହଳାୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ବହୁ ଚର୍ଚ୍ଚିତ ‘ପରଜା’ ‘ଦାଢ଼ିବୁଢ଼ା’ ଓ ‘ଅମୃତର ସନ୍ତାନ’ର କାଳଜୟୀ ଲେଖକ ଗୋପୀନାଥ ମହାନ୍ତି। ତାଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଆକାଡେମୀ ଓ କୋରାପୁଟ ସାହିତ୍ୟ ପରିବାର ପକ୍ଷରୁ ‘‘ଗୋପୀନାଥ ମହାନ୍ତିଙ୍କ ରଚନାରେ ଆଦିବାସୀ ଜନଜୀବନର ଚିତ୍ର’’ ଆଲୋଚନାଚକ୍ର  ଆଦିବାସୀ ସଂଗ୍ରହଳାୟ ପରିସରରେ ଅନୁଷ୍ଠିତ ହୋଇଥିଲା।

kpt

କୋରାପୁଟ: ବହୁ ଚର୍ଚ୍ଚିତ ‘ପରଜା’ ‘ଦାଢ଼ିବୁଢ଼ା’ ଓ ‘ଅମୃତର ସନ୍ତାନ’ର କାଳଜୟୀ ଲେଖକ ଗୋପୀନାଥ ମହାନ୍ତି। ତାଙ୍କ ସ୍ମୃତିରେ ଓଡ଼ିଶା ସାହିତ୍ୟ ଆକାଡେମୀ ଓ କୋରାପୁଟ ସାହିତ୍ୟ ପରିବାର ପକ୍ଷରୁ ‘‘ଗୋପୀନାଥ ମହାନ୍ତିଙ୍କ ରଚନାରେ ଆଦିବାସୀ ଜନଜୀବନର ଚିତ୍ର’’ ଆଲୋଚନାଚକ୍ର  ଆଦିବାସୀ ସଂଗ୍ରହଳାୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ସାହିତ୍ୟ ପରିବାରର ସମ୍ପାଦକ ତଥା ଓଡ଼ିଶା ସାହିତ୍ୟ ଅକାଡେମୀର ଓଡ଼ିଆ ଉପଦେଷ୍ଟା ଡ.ପ୍ରିତୀଧାରା ସାମଲ ସଭାପତିତ୍ବ କରିଥିଲେ। ଏଥିରେ ଆଲୋଚକ ଭାବେ ପ୍ରାବନ୍ଧିକ ଜଳଧର ସ୍ବାଇଁ, ଭୂଦାନ କର୍ମୀ ତଥା ସାହିତ୍ୟିକ କୃଷ୍ଣ ସିଂ, ସାହିତ୍ୟିକ ଉଦୟ ଶଙ୍କର ଜାନୀ ଅଂଶ ଗ୍ରହଣ କରି ଲେଖକଙ୍କ ରଚନାର ବିଭିନ୍ନ ଦିଗକୁ  ନେଇ ଆଲୋକପାତ କରିଥିଲେ।

ଅଧ୍ୟାପକ ରବି ଶତପଥୀ ସ୍ବାଗତ ଭାଷଣ ସହ ମଂଚ ସଂଯୋଜନା କରିଥିଲେ। ବିଶିଷ୍ଟ ଅନୁବାଦକ ବିଜୟ ପ୍ରଧାନ ଶେଷରେ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ. ଜଗବନ୍ଦୁ ସାମଲ, ସିଏଚ୍ ସାନ୍ତାକାର, ଡ.ପ୍ରଦୀପ କୁମାର ମିଶ୍ର, ଡ.ଅମୂଲ୍ୟ ମହାପାତ୍ର, ଡ.ରବି ପାତ୍ର, ନଳିନୀ ରଂଜନ ମିଶ୍ର, ମଧୁସୂଦନ ସାହୁ, ରମେଶ ଚନ୍ଦ୍ର ସାହୁ, ସୁଧାଂଶୁ ପଟ୍ଟନାୟକ, ସୌମ୍ୟନ୍ଦ୍ର ସ୍ବାଇଁ, ଯଶୋବନ୍ତ ସେଠୀ, ଅରୁଣ ସାହୁ, ପ୍ରଭାତ ମହାପାତ୍ର, ଚକ୍ରପାଣି ପରିଚ୍ଛା, ସନ୍ଧ୍ୟାରାଣୀ ପଟ୍ଟନାୟକ, ପ୍ରପର୍ଣ୍ଣା ପାଣିଗ୍ରାହୀ, ତରୁଣ କୁମାର ଦାସ, ଡ.ଧୀରବ୍ରତ ପାତ୍ର, ଧରଣୀଧର ରଣା, ସୁଜୟ ପ୍ରଧାନ, ଚିତ୍ତରଂଜନ ମିଶ୍ର, ମୀର ମୁସ୍ତକିମ୍ ଅଲ୍ଲୀଙ୍କ ସହ ବହୁ କବି ଓସାହିତ୍ୟିକ ଆଦି ଭାଗ ନେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe