ଜହ୍ନାପଙ୍କରେ ଅନୁଷ୍ଠିତ ପ୍ରତିଯୋଗିତାରେ ଯୋଗ ଦେଲେ ୩୧୩ ପ୍ରତିଯୋଗୀ

Advertisment

ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ପ୍ରତିନିଧି ନବକିଶୋର ମେହେରଙ୍କ ସଂଯୋଜନାରେ ରବିବାର ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାଷାଜ୍ଞାନରେ ୫୨ ଜଣ, ହସ୍ତାକ୍ଷରରେ ୧୧୬, ଓ ଚିତ୍ରାଙ୍କନରେ ୧୪୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ପ୍ରତିନିଧି ନବକିଶୋର ମେହେରଙ୍କ ସଂଯୋଜନାରେ ରବିବାର ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାଷାଜ୍ଞାନରେ ୫୨ ଜଣ, ହସ୍ତାକ୍ଷରରେ ୧୧୬, ଓ ଚିତ୍ରାଙ୍କନରେ ୧୪୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

jahanapank

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ ପ୍ରତିନିଧି ନବକିଶୋର ମେହେରଙ୍କ ସଂଯୋଜନାରେ ରବିବାର ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାଷାଜ୍ଞାନରେ ୫୨ ଜଣ, ହସ୍ତାକ୍ଷରରେ ୧୧୬, ଓ ଚିତ୍ରାଙ୍କନରେ ୧୪୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଭଲକ୍ଷ୍ମୀ ମିର୍ଦ୍ଧl, ଜାଭିୟାର ପବ୍ଲିକ ସ୍କୁଲ, ବୌଦ୍ଧ ପ୍ରଥମ ସ୍ଥାନ, ଦେବଶ୍ରୀ ସାହୁ, ପ୍ରାଇସ ଇଂଲିଶ ମିଡ଼ିଅମ ସ୍କୁଲ, କାସଲପୁର ଦ୍ୱିତୀୟ ସ୍ଥାନ, ପ୍ରଜ୍ଞା ମେହେର, ପ୍ରାଇସ ଇଂଲିଶ ମିଡ଼ିଅମ ସ୍କୁଲ, କାସଲପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଭଲକ୍ଷ୍ମୀ ମିର୍ଦ୍ଧl, ଜାଭିୟାର ପବ୍ଲିକ ସ୍କୁଲ, ବୌଦ୍ଧ ପ୍ରଥମ ସ୍ଥାନ, ଦେବଶ୍ରୀ ସାହୁ, ପ୍ରାଇସ ଇଂଲିଶ ମିଡ଼ିଅମ ସ୍କୁଲ, କାସଲପୁର ଦ୍ୱିତୀୟ ସ୍ଥାନ, ପ୍ରଜ୍ଞା ମେହେର, ପ୍ରାଇସ ଇଂଲିଶ ମିଡ଼ିଅମ ସ୍କୁଲ, କାସଲପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ସ୍ୱସ୍ତିକ ସୁଚିନ୍ତନ ପ୍ରଧାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ପ୍ରଥମ ସ୍ଥାନ, ରୋଜାଲିନ ଭୋଇ, ସରସ୍ବତୀ ଶିଶୁ ମନ୍ଦିର, ଜହ୍ନାପଙ୍କ ଦ୍ୱିତୀୟ ସ୍ଥାନ, ନମ୍ରତା ଦାସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କମିରା ତୃତୀୟ ସ୍ଥାନ ଅଧିକାର କରି ବିବେଚିତ ହୋଇଥିଲେl ଭାଷାଜ୍ଞାନ ପ୍ରତିଯୋଗିତାରେ ଚନ୍ଦନ ମେହେର, ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ପ୍ରତୀକ୍ଷା ପ୍ରଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା ଦ୍ୱିତୀୟ ସ୍ଥାନ, ସୁଜ୍ଞାନୀ ପ୍ରଧାନ, ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

କାର୍ଯ୍ୟକ୍ରମରେ ବିଚାରକ ଭାବେ ଶିକ୍ଷକ ଆଦିତ୍ୟ ରଞ୍ଜନ ଦୀପ, ଜିତେନ୍ଦ୍ର କୁମାର ଦାସ, ସ୍ୱସ୍ତିତପା ନାଏକ, ଗୋପାଳ ସାହୁ, ଶବର ସେଠୀ, ଶୁଶାନ୍ତ ଭୋଇ, ଶାନ୍ତନୁ ମିର୍ଦ୍ଧା, ଶାନ୍ତନୁ ପୁଟେଲ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ  ବରୁଣ ରଣା, ନିରଞ୍ଜନ ମିର୍ଦ୍ଧl, ସାହାଜପାଳ ପ୍ରତିନିଧି ଶେଷଦେବ ଦାସ, ବାଉଁଶୁଣୀ ପ୍ରତିନିଧି ଉମାକାନ୍ତ ମହାକୁଳ, ସାମ୍ବାଦିକ ମନରଞ୍ଜନ ନାଏକ ପ୍ରମୁଖ ସହଯୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe