ହାଇଓ୍ବା ଧକ୍କାରେ ଚାଲିଗଲା ଦୋକାନୀଙ୍କ ଜୀବନ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ୟାଙ୍କ ଛକରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛିl ବଡ଼ଗାଁରେ ଆଜି ସାଢେ ଦିନ ୧୧ଟା ସମୟରେ ଏକ ଦୁର୍ଘଟଣା ଘଟିଛି l

fgt

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ୟାଙ୍କ ଛକରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛିl
ବଡ଼ଗାଁରେ ଆଜି ସାଢେ ଦିନ ୧୧ଟା ସମୟରେ ଏକ ଦୁର୍ଘଟଣା ଘଟିଛି l

ବଡ଼ଗାଁ ବ୍ୟାଙ୍କ ଛକରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ଉତ୍ତେଜନା ପରିଲକ୍ଷିତ ହୋଇଛିl ବଡ଼ଗାଁରେ ଆଜି ସାଢେ ଦିନ ୧୧ଟା ସମୟରେ ଏକ ଦୁର୍ଘଟଣା ଘଟିଛି l ସାହାଜବାହାଲର ଜଣେ ଛୋଟ ଦୋକାନୀ ବନମାଳୀ କାକ(୩୫) ବଡ଼ଗାଁ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇ ଫେରୁଥିବା ବେଳେ ଅଜଣା ହଇଓ୍ବା ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଘଟଣାରେ ଉତ୍ତେଜନା ସୃଷ୍ଟି ହୋଇଛି l

ସାହାଜବାହାଲର ଜଣେ ଛୋଟ ଦୋକାନୀ ବନମାଳୀ କାକ(୩୫) ବଡ଼ଗାଁ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇ ଫେରୁଥିବା ବେଳେ ଅଜଣା ହଇଓ୍ବା ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଘଟଣାରେ ଉତ୍ତେଜନା ସୃଷ୍ଟି ହୋଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe