ନୂଆଗଡ଼ ଓଭରବ୍ରିଜ ନିକଟରେ କାର୍ ଦୁର୍ଘଟଣା: ଆଖିବୁଜିଲେ ଦମ୍ପତି

Advertisment

୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ଦ୍ରୁତଗାମୀ କାର୍ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ଡିଭାଇଡରକୁ ଧକ୍କାଦେବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି।

Updated On

ଅଦ୍ୟତନ ହୋଇଛି
bhi

ବାଲୁଗାଁ: ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ଦ୍ରୁତଗାମୀ କାର୍ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ଡିଭାଇଡରକୁ ଧକ୍କାଦେବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ ବାଣପୁର ମେଡିକାଲ ଶବଗୃହରେ ଥିବା ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ କାର୍ ନମ୍ବର ଓଡି ୦୭ଏଜି ୪୫୪୬ ବୋଲି ଜଣାପଡ଼ିଛି ।

ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ଦ୍ରୁତଗାମୀ କାର୍ ରାସ୍ତା ପାର୍ଶ୍ବରେ ଥିବା ସିମେଣ୍ଟ ଡିଭାଇଡରକୁ ଧକ୍କାଦେବା ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଶିବରାମ ପାଢ଼ୀ ଓ ତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ ବାଣପୁର ମେଡିକାଲ ଶବଗୃହରେ ଥିବା ପୁଲିସ କହିଛି। ଦୁର୍ଘଟଣାଗ୍ରସ୍ତ କାର୍ ନମ୍ବର ଓଡି ୦୭ଏଜି ୪୫୪୬ ବୋଲି ଜଣାପଡ଼ିଛି। କାର ମଧ୍ୟରେ ପ୍ରଥମେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଣପୁର ମେଡିକାଲରେ ସ୍ୱାମୀ ଶିବରାମ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

କାର ମଧ୍ୟରେ ପ୍ରଥମେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଣପୁର ମେଡିକାଲରେ ସ୍ୱାମୀ ଶିବରାମ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe