ଟ୍ରକ୍ ଓ ପିକଅପ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର

Advertisment

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ହୋଇଛନ୍ତି।

zx

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି।

ଭେଲରା ଠାରୁ ଗୁଡିଖାଳ ଛକ ପର୍ଯ୍ୟନ୍ତ ରାଜପଥ ମରାମତି କାର୍ଯ୍ୟ ଯୋଗୁଁ ଗୋଟିଏ ରାସ୍ତା ବନ୍ଦ ରଖି ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି ରାଜପଥ ବିଭାଗ। ତେବେ ସକାଳ ୬ଟା ସମୟରେ କଟକରୁ କଲିକତା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ନିଜର ଭାରସାମ୍ୟ ହରାଇ ସାମ୍ନାରୁ କଲିକତାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଟ୍ରକ ଓ ପିକ ଅପର ଦୁଇ ଡ୍ରାଇଭର ଗୁରୁତର ହୋଇଥିଲେ। ବସ୍ତା ପୁଲିସ ଏବଂ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି। ପୁଲିସ ଟ୍ରକ୍ ଓ ପିକ ଅପକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଭେଲରା ଠାରୁ ଗୁଡିଖାଳ ଛକ ପର୍ଯ୍ୟନ୍ତ ରାଜପଥ ମରାମତି କାର୍ଯ୍ୟ ଯୋଗୁଁ ଗୋଟିଏ ରାସ୍ତା ବନ୍ଦ ରଖି ଗୋଟିଏ ରାସ୍ତାରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି ରାଜପଥ ବିଭାଗ। ତେବେ ସକାଳ ୬ଟା ସମୟରେ କଟକରୁ କଲିକତା ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ନିଜର ଭାରସାମ୍ୟ ହରାଇ ସାମ୍ନାରୁ କଲିକତାରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଟ୍ରକ ଓ ପିକ ଅପର ଦୁଇ ଡ୍ରାଇଭର ଗୁରୁତର ହୋଇଥିଲେ। ବସ୍ତା ପୁଲିସ ଏବଂ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ସେମାନଙ୍କୁ ରାଜପଥ ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଛନ୍ତି। ପୁଲିସ ଟ୍ରକ୍ ଓ ପିକ ଅପକୁ ଅଟକ ରଖି ତଦନ୍ତ ଜାରି ରଖିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe