ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ସ୍କୁଟି, ଚାଲିଗଲା ଦୁଇ ଜୀବନ

Advertisment

ଜାତୀୟ ରାଜପଥ-୧୬ ବନ୍ତ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ବି ହୋଇଥିବା ଜଣାଯାଇଛି। ଦୁଇ ମୃତକ ହେଲେ ଭଦ୍ରକ ବେଳମାଳ ଗାଁର ୧୮ ବର୍ଷୀୟ ଯୁବକ ଶିବ ସୁନ୍ଦର ଓ ଚରମ୍ପା ପଥରଆଡ଼ି ଗାଁର ସୌରଭ ମିଶ୍ର। ଆହତ ଜଣକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ଖେଳୁଖେଳୁ ବିଷ ପିଇଦେଲେ ୪ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଜାତୀୟ ରାଜପଥ-୧୬ ବନ୍ତ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ବି ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ୩ ଜଣ ଏକ ସ୍କୁଟିରେ ଆରଡ଼ି ଛକରୁ ଚରମ୍ପା ଯାଉଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ  ସ୍କୁଟିଟି ଧକ୍କା ଦେଇଥିଲା। ଏହାଫଳରେ ଦୁର୍ଘଟଣା ଘଟିଥିଲା ଏବଂ ୨ଜଶଙ୍କର ଜୀବନ ଚାଲିଯାଇଥିଲା। ମୃତକ ଦୁଇଜଣ ହେଲେ ଭଦ୍ରକ ବେଳମାଳ ଗାଁର ୧୮ ବର୍ଷୀୟ ଯୁବକ ଶିବ ସୁନ୍ଦର ଓ ଚରମ୍ପା ପଥରଆଡ଼ି ଗାଁର ସୌରଭ ମିଶ୍ର। ଆହତ ଜଣକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe