ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ  ଟ୍ରକ୍‌, ଦୁଇ ଚାଳକ ଓ ଜଣେ ହେଲପର୍ ଗୁରୁତର

Advertisment

ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବ୍ରିଜରୁ ତଳକୁ ଖସିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି।

ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବ୍ରିଜରୁ ତଳକୁ ଖସିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି।

bhj

ଭଦ୍ରକ: ଭଦ୍ରକ ଜିଲ୍ଲା ଗେଲପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବ୍ରିଜରୁ ତଳକୁ ଖସିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି।

୧୬ନଂ ଜାତୀୟ ରାଜପଥ ଗେଲପୁର ନିକଟରେ ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍‌କୁ ପଛରୁ ଆଉ ଏକ  ଟ୍ରକ୍‌ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଉଭୟ ଟ୍ରକ୍‌ର ଡ୍ରାଇଭର ସହ ଜଣେ ହେଲ୍‌ପର ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।

nj

ସୂଚନା ଅନୁଯାୟୀ, ୧୬ନଂ ଜାତୀୟ ରାଜପଥ ଗେଲପୁର ନିକଟରେ ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍‌କୁ ପଛରୁ ଆଉ ଏକ  ଟ୍ରକ୍‌ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଉଭୟ ଟ୍ରକ୍‌ର ଡ୍ରାଇଭର ସହ ଜଣେ ହେଲ୍‌ପର ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe