ଭଣ୍ଡାରିପୋଖରୀରେ ସିରିଜ୍ ଦୁର୍ଘଟଣା: ତୀର୍ଥଯାତ୍ରୀ ବସକୁ ପଛରୁ ପିଟିଲା କଣ୍ଟେନର, ୫ ଗୁରୁତର ଓ ୫ରୁ ଅଧିକ ଆହତ

Advertisment

୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ତୀର୍ଥଯାତ୍ରୀଙ୍କ ବସକୁ ପଛରୁ ପିଟିଲା କଣ୍ଟେନର। ୫ ଗୁରୁତର ଓ ୫ରୁ ଅଧିକ ଆହତ। ଟାଟାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସଟି ଛତାବର ନିକଟରେ ଟାୟାର ବଦଳାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

vbh

ଭଣ୍ଡାରିପୋଖରୀ: ତୀର୍ଥଯାତ୍ରୀଙ୍କ ବସକୁ ପଛରୁ ପିଟିଲା କଣ୍ଟେନର। ୫ ଗୁରୁତର ଓ ୫ରୁ ଅଧିକ ଆହତ।  ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଦୁର୍ଘଟଣା ଘଟିଛି। ଟାଟାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସଟି ଛତାବର ନିକଟରେ ଟାୟାର ବଦଳାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ବସକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା। ଏଣେ ତାର ପଛକୁ ବାଲି ବୋଝେଇ ହାଇୱାକୁ କଣ୍ଟେନର ଧକ୍କା ଦେଇଥିଲା। ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe