ସୁବର୍ଣ୍ଣପୁର-ବଲାଙ୍ଗୀର ରାସ୍ତାରେ ଓଲଟିଲା ବ୍ୟାଣ୍ଡପାର୍ଟି:  ୨ ମୃତ, ୨୪ ଆହତ

ସୁବର୍ଣ୍ଣପୁର-ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ  ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସଂପର୍କୀୟଙ୍କୁ ଲାଞ୍ଚ ମାଗି ୨ ନିଲମ୍ବିତ, ୧ ବହିଷ୍କୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର-ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ କଳାହାଣ୍ଡିକୁ ଫେରୁଥିବା  ଏକ ବ୍ୟାଣ୍ଡପାର୍ଟି ଭାରସାମ୍ୟ ହରାଇ ଓଲଟିଥିଲା। ଏହାଫଳରେ ଘଟଣାସ୍ଥଳରେ  ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି।

ହରଡ଼ଖୋଲ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ କଳାହାଣ୍ଡିକୁ ଫେରୁଥିବା  ଏକ ବ୍ୟାଣ୍ଡପାର୍ଟି ଭାରସାମ୍ୟ ହରାଇ ଓଲଟିଥିଲା। ଏହାଫଳରେ ଘଟଣାସ୍ଥଳରେ  ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି। ଦୁଇ ମୃତକ ହେଲେ ବରଗଡ଼ ଜିଲ୍ଲା ତୁରା ଗ୍ରାମର ମଣ୍ଟୁ ଛତ୍ରିଆ ଓ ମାଷ୍ଟରଟିକରା ଗାଁର ସୁଦାମ ସିକା। ଆହତମାନଙ୍କୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁଇ ମୃତକ ହେଲେ ବରଗଡ଼ ଜିଲ୍ଲା ତୁରା ଗ୍ରାମର ମଣ୍ଟୁ ଛତ୍ରିଆ ଓ ମାଷ୍ଟରଟିକରା ଗାଁର ସୁଦାମ ସିକା। ଆହତମାନଙ୍କୁ ଉଦ୍ଧାର କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe