ଅଜଣା ଗାଡ଼ି ସହ ବୋଲେରୋର ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ୫ ଆହତ

ହେମଗିରି ଥାନା ଛତାବର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ସହ ବୋଲେରୋର ଧକ୍କାରେ ଜଣେ ମୃତ, ୫ ଆହତ। ମୃତକଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

nj

ସୁନ୍ଦରଗଡ଼: ହେମଗିରି ଥାନା ଛତାବର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ସହ ବୋଲେରର ଧକ୍କାରେ ଜଣେ ମୃତ, ୫ ଆହତ।

ହେମଗିରି ଥାନା ଛତାବର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ସହ ବୋଲେରୋ ଧକ୍କାରେ ଜଣେ ମୃତ, ୫ ଆହତ।ବିଳମ୍ବିତ ରାତିରେ ବାଙ୍କିବାହାଲ - ଟପରିଆ ରାସ୍ତାର ଛତାବର ନିକଟରେ ଦୁର୍ଘଟଣା ଘଟିଛି। ଆହତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବୋଲେରୋଟି ତେଲେନଡିହିର ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ମିଳିନାହିଁ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବାଙ୍କିବାହାଲ - ଟପରିଆ ରାସ୍ତାର ଛତାବର ନିକଟରେ ଦୁର୍ଘଟଣା ଘଟିଛି । ଆହତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ବୋଲେରୋଟି ତେଲେନଡିହିର ବୋଲି କୁହାଯାଉଛି। ମୃତକଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ.ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe