ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଅଭିନେତା ଅଶ୍ବିନୀ ବ୍ରହ୍ମା ଆହତ, କାର୍ ଚାଳକ ଗୁରୁତର

ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ଏଥିରେ ତୁଳସୀ ଗଣନାଟ୍ୟ କଳାକାର ଅଶ୍ୱନୀ ବ୍ରହ୍ମା ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ଭଗ

ସୋର: ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ଏଥିରେ ତୁଳସୀ ଗଣନାଟ୍ୟ କଳାକାର ଅଶ୍ୱନୀ ବ୍ରହ୍ମା ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  l ନୀଳଗିରି ଅଞ୍ଚଳରୁ ଯାତ୍ରା ତୁଳସୀ ଗଣନାଟ୍ୟ ପଡ଼ିଥିବା ବେଳେ ଯାତ୍ରା ସାରି ନିଜ କାରରେ ଅଶ୍ବିନୀ ଭୁବନେଶ୍ୱର ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ କାର ସହିତ ଟ୍ରକର ମୁଁହାମୁଁହିଁ ଧକ୍କା ହୋଇଛି।

ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ଏଥିରେ ତୁଳସୀ ଗଣନାଟ୍ୟ କଳାକାର ଅଶ୍ୱନୀ ବ୍ରହ୍ମା ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  l ନୀଳଗିରି ଅଞ୍ଚଳରୁ ଯାତ୍ରା ତୁଳସୀ ଗଣନାଟ୍ୟ ପଡ଼ିଥିବା ବେଳେ ଯାତ୍ରା ସାରି ନିଜ କାରରେ ଅଶ୍ବିନୀ ଭୁବନେଶ୍ୱର ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ କାର ସହିତ ଟ୍ରକର ମୁଁହାମୁଁହିଁ ଧକ୍କା ହୋଇଛି। ଏହାଫଳରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥା ଡ୍ରାଇଭର ସୋମନାଥ ଦାସଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି l

ଏହାଫଳରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥା ଡ୍ରାଇଭର ସୋମନାଥ ଦାସଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି l ଅଶ୍ୱନୀଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି l

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe