ସ୍କୁଟି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ନବରଙ୍ଗପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗ୍ଲେଜ ହୋଟେଲ ନିକଟରେ ସ୍କୁଟି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

Accident

ନବରଙ୍ଗପୁର: ନବରଙ୍ଗପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗ୍ଲେଜ ହୋଟେଲ ନିକଟରେ ସ୍କୁଟି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ବିଳମ୍ବିତ ରାତିରେ ଘଟିଛି ଏଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ମୃତ ଯୁବକ ହେଲେ ବଡ଼ ଡ଼ାଇଭଟ୍ଟା ଗାଁର ଅମିତ ବାଘ ଏବଂ ନୂଆବନ୍ଧ ସାହିର ତ୍ରିଲୋଚନ ଜାନୀ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଳମ୍ବିତ ରାତିରେ ଘଟିଛି ଏଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ମୃତ ଯୁବକ ହେଲେ ବଡ଼ ଡ଼ାଇଭଟ୍ଟା ଗାଁର ଅମିତ ବାଘ ଏବଂ ନୂଆବନ୍ଧ ସାହିର ତ୍ରିଲୋଚନ ଜାନୀ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe