କାର୍- ଟିପ୍ପର୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

Advertisment

ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ ଚାଲିଗଲା ଯୁବକଙ୍କ ଜୀବନ।

ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ ଚାଲିଗଲା ଯୁବକଙ୍କ ଜୀବନ।

Accident

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ ଚାଲିଗଲା ଯୁବକଙ୍କ ଜୀବନ।

ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ଏଭଳି ଘଟଣା। ୧୯ ନଂ ରାଜ୍ୟ ରାଜପଥର ବାଲିଗୋହିରୀ ଛକ ନିକଟରେ କ୍ଷତିପୂରଣ ଦାବୀରେ ଲୋକେ ରାସ୍ତାରୋକ କରିଛନ୍ତି। ଦାବୀ ପୂରଣ ନହେଲେ ହଟିବନି ରାସ୍ତା ରୋକ। ମୃତକ ହେଉଛନ୍ତି  ଗୋବାରା ଗ୍ରାମର ଦାଦା ହରେକୃଷ୍ଣ ମହାଳିକ। ପୁତୁରା ଜ୍ୟୋତିଶଙ୍କର ମହାଳିକ ଗୁରୁତର।

ନୀଳଗିରି ଥାନା ଅଧୀନ ଗୋବରା ଗ୍ରାମର ହରେକୃଷ୍ଣ ଓ ଜ୍ୟୋତିଶଙ୍କର ବାହାଘର ନିମନ୍ତେ ବନ୍ଧୁଙ୍କୁ ଆଣିବା ବାଲେଶ୍ବର ଷ୍ଟେସନକୁ ଯାଉଥିଲେ। ହେଲେ ରାତି ୪ଟା ସମୟରେ ଦ୍ରୁତ ଗତିରେ ନୀଳଗିରି ଅଭିମୁଖେ ଆସୁଥିବା ଏକ ଟିପ୍ପର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଯେଉଁଥିରେ ବାହାଘର ହେବାକୁ ଥିବା ଦାଦା ହରେକୃଷ୍ଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଜ୍ୟୋତିଶଙ୍କର ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଗୋବରା ଗ୍ରାମର ହରେକୃଷ୍ଣ ଓ ଜ୍ୟୋତିଶଙ୍କର ବାହାଘର ନିମନ୍ତେ ବନ୍ଧୁଙ୍କୁ ଆଣିବା ବାଲେଶ୍ବର ଷ୍ଟେସନକୁ ଯାଉଥିଲେ। ହେଲେ ରାତି ୪ଟା ସମୟରେ ଦ୍ରୁତ ଗତିରେ ନୀଳଗିରି ଅଭିମୁଖେ ଆସୁଥିବା ଏକ ଟିପ୍ପର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଯେଉଁଥିରେ ବାହାଘର ହେବାକୁ ଥିବା ଦାଦା ହରେକୃଷ୍ଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଜ୍ୟୋତିଶଙ୍କର ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe