ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା: ଟ୍ରକକୁ ପିଟିଲା ଟ୍ରକ୍, ଜଣେ ମୃତ

Advertisment

ଆଜି ଭୋରରୁ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛରୁ ପିଟିଛି ଏକ ଟ୍ରକ୍। ଫଳରେ ପଛ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଖଲାସିର ମୃତ୍ଯୁ ହୋଇଥିବା ସୂଚନା ମିଳିଛି।  

ଆଜି ଭୋରରୁ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛରୁ ପିଟିଛି ଏକ ଟ୍ରକ୍। ଫଳରେ ପଛ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଖଲାସିର ମୃତ୍ଯୁ ହୋଇଥିବା ସୂଚନା ମିଳିଛି।  

ୂର

ସୁନ୍ଦରଗଡ଼: ଆଜି ଭୋରରୁ  ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପଛରୁ ପିଟିଛି ଏକ ଟ୍ରକ୍। ଫଳରେ ପଛ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଖଲାସିର ମୃତ୍ଯୁ ହୋଇଥିବା ସୂଚନା ମିଳିଛି।  

କୁନାଲ ପେଟ୍ରୋଲ ପମ୍ପ ନିକଟରେ ଏକ  ଟ୍ରକ୍ (ଓଡି ୨୩ ଏଲ୍ ୮୭୯୩) ଠିଆ ହୋଇଥିଲା। ଅନ୍ଯ ଏକ ହାଇୱା  (ଓଡି ୧୪ଏଇ ୩୨୨୨) ଦ୍ରୁତଗତିରେ ପଛରୁ ଆସି ଧକ୍କା ଦେଇଥିଲା। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଶବାଗାରରେ ରଖିଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇ ନାହିଁ। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ କୁନାଲ ପେଟ୍ରୋଲ ପମ୍ପ ନିକଟରେ ଏକ  ଟ୍ରକ୍ (ଓଡି ୨୩ ଏଲ୍ ୮୭୯୩) ଠିଆ ହୋଇଥିଲା। ଅନ୍ଯ ଏକ ହାଇୱା  (ଓଡି ୧୪ଏଇ ୩୨୨୨) ଦ୍ରୁତଗତିରେ ପଛରୁ ଆସି ଧକ୍କା ଦେଇଥିଲା। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜିଲ୍ଲା ମୁଖ୍ଯ ଡାକ୍ତରଖାନା ଶବାଗାରରେ ରଖିଛି। ମୃତକଙ୍କ ପରିଚୟ ହସ୍ତଗତ ହୋଇ ନାହିଁ। ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe