ବାଇକ- ପିକଅପ ମୁହାଁମୁହିଁ ଧକ୍କା:  ଜଣେ ମୃତ ଦୁଇ ଗୁରୁତର.

ଉମରକୋଟରୁ ରାଇଘରକୁ ସଂଯୋଗ କରୁଥୁବା ରାସ୍ତାର ବୁର୍ଜା ଛକ ନିକଟରେ  ବାଇକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଫଳରେ ଜଣେ ମୃତ ଦୁଇ ଗୁରୁତର ହୋଇଥିବାର ସୂଚନା ରହିଛି।.ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ସଣ୍ଡସା ଗ୍ରାମର ପର୍ଶୁ ଗୌଡ଼ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

zx

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ରାଇଘରକୁ ସଂଯୋଗ କରୁଥୁବା ରାସ୍ତାର ବୁର୍ଜା ଛକ ନିକଟରେ  ବାଇକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ଫଳରେ ଜଣେ ମୃତ ଦୁଇ ଗୁରୁତର ହୋଇଥିବାର ସୂଚନା ରହିଛି।.ଝରିଗାଁ ବ୍ଲକ ଚିତାବେଡା ପଞ୍ଚାୟତର ସଣ୍ଡସା ଗ୍ରାମର ପର୍ଶୁ ଗୌଡ଼ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ପିକଅପ ଭ୍ୟାନଟି ପରିବା ନେବା ପାଇଁ ରାଇଘରଠାରୁ ଉମରକୋଟ ଅଭିମୁଖେ ଆସୁଥିଲା। ଅନ୍ୟପଟେ  ବାଇକ ଚାଳକ ରାଇଘର ଅଭିମୁଖେ ଯାଉଥିଲେ।  ଦୁର୍ଘଟଣା ପରେ ପିକଅପ ଭ୍ୟାନଟି ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ମୃତ ବାଇକ ଚାଳକ ପର୍ଶୁ ଗୌଡ଼ଙ୍କ ଗୋଟିଏ ବାମ ଗୋଡ଼ ଓ ବାମ ହାତ ଛିଣ୍ଡି ଯାଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିଚି ହେଉଛନ୍ତି। ତେବେ ପିକ ଅପ ଚାଳକ ଫେରାର ଅଛନ୍ତି।

ସୂଚନା ଅନୁଯାୟୀ ପିକଅପ ଭ୍ୟାନଟି ପରିବା ନେବା ପାଇଁ ରାଇଘରଠାରୁ ଉମରକୋଟ ଅଭିମୁଖେ ଆସୁଥିଲା। ଅନ୍ୟପଟେ  ବାଇକ ଚାଳକ ରାଇଘର ଅଭିମୁଖେ ଯାଉଥିଲେ।  ଦୁର୍ଘଟଣା ପରେ ପିକଅପ ଭ୍ୟାନଟି ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ମୃତ ବାଇକ ଚାଳକ ପର୍ଶୁ ଗୌଡ଼ଙ୍କ ଗୋଟିଏ ବାମ ଗୋଡ଼ ଓ ବାମ ହାତ ଛିଣ୍ଡି ଯାଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିଚି ହେଉଛନ୍ତି। ତେବେ ପିକ ଅପ ଚାଳକ ଫେରାର ଅଛନ୍ତି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe