ଓମଫେଡ କ୍ଷୀର ଗାଡ଼ିକୁ ଧକ୍କା ଦେଲା ହାଇଓ୍ବା, ହେଲପର୍ ଗୁରୁତର

ଆଜି ସକାଳେ ଘନ କୁହୁଡ଼ି ଯୋଗୁ ଏକ ଦୁର୍ଘଟଣା ଘଟିଛି। ଓମଫେଡ କ୍ଷୀର ଗାଡ଼ିକୁ ଧକ୍କା ଦେଲା ହାଇଓ୍ବା। ଏଥିରେ ଓମଫେଡ କ୍ଷୀର ଗାଡ଼ିର ହେଲପର୍ ଗୁରୁତର ହୋଇଛନ୍ତି। କଟକ- ତେଲେଙ୍ଗାପେଣ୍ଠ ରାସ୍ତାରେ ଘଟିଛି ଅଘଟଣ।

ଜଚି

ଭୁବନେଶ୍ବର: ଆଜି ସକାଳେ ଘନ କୁହୁଡ଼ି ଯୋଗୁ ଏକ ଦୁର୍ଘଟଣା ଘଟିଛି। ଓମଫେଡ କ୍ଷୀର ଗାଡ଼ିକୁ ଧକ୍କା ଦେଲା ହାଇଓ୍ବା। ଏଥିରେ ଓମଫେଡ କ୍ଷୀର ଗାଡ଼ିର ହେଲପର୍ ଗୁରୁତର ହୋଇଛନ୍ତି। କଟକ- ତେଲେଙ୍ଗାପେଣ୍ଠ ରାସ୍ତାରେ ଘଟିଛି ଅଘଟଣ।

ଆଜି ଭୋରରୁ ଓମଫେଡ କ୍ଷୀର ଗାଡ଼ି ନରାଜରୁ ଫୁଲନଖରା ଯାଉଥିବା ବେଳେ ତେଲେଙ୍ଗା ପେଣ୍ଠଠାରେ ଏକ ହାଇଓ୍ବା ଗାଡ଼ି ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କ୍ଷୀର ଗାଡ଼ିର ହେଲପର ଆହତ ହୋଇଥିଲେ। ଦୀର୍ଘ ସମୟ ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲା। ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟକ ସାହାଯ୍ୟରେ ଗାଡ଼ିର ଡୋର୍ କୁ କାଟି ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକର ବଡ଼ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe