ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା: ଜଣେ ମୃତ, ୬ରୁ ଅଧିକ ଗୁରୁତର

Advertisment

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ।

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ।

bhi

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ। ସିଫ୍ଟ ଚେଞ୍ଜ ସମୟରେ ଅପରେଟରମାନଙ୍କୁ ନେଇ ଯାଉଥିବା ବସଟି ଖଣି ଭିତରେ ଓଲଟିଥିଲା। ବସରେ ୩୦ରୁ ଅଧିକ ଅପରେଟର ଥିଲେ।

ହେମଗିର ବ୍ଲକ୍ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ପୁଡ଼ାପାଲି ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ। ସିଫ୍ଟ ଚେଞ୍ଜ ସମୟରେ ଅପରେଟରମାନଙ୍କୁ ନେଇ ଯାଉଥିବା ବସଟି ଖଣି ଭିତରେ ଓଲଟିଥିଲା। ବସରେ ୩୦ରୁ ଅଧିକ ଅପରେଟର ଥିଲେ। ଗୁରୁତର ଓ ଆହତମାନଙ୍କୁ ବ୍ରଜରାଜନଗରର ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ରହିଛି। ଅନ୍ୟ ପଟେ ଏନଟିପିସି ଡୁଲିଙ୍ଗା କମ୍ପାନୀ ବାହାରେ ଅନ୍ୟ ଅପରେଟର ଓ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଛନ୍ତି।

ଗୁରୁତର ଓ ଆହତମାନଙ୍କୁ ବ୍ରଜରାଜନଗରର ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ରହିଛି। ଅନ୍ୟ ପଟେ ଏନଟିପିସି ଡୁଲିଙ୍ଗା କମ୍ପାନୀ ବାହାରେ ଅନ୍ୟ ଅପରେଟର ଓ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe