ହସ୍‌ପିଟାଲ ବେଡରୁ ଚମ୍ପଟ ଅଭିଯୁକ୍ତ ଗିରଫ

Advertisment

ପୁଲିସ୍ ଆଖିରେ ଧୂଳି ଦେଇ ହସ୍ପିଟାଲ ବ୍ୟାଡରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଜି କାଳିକାପୁରୁ ଗିରଫ ହୋଇଛି । ଅଭିଯୁକ୍ତକୁ ଟାଉନ ପୁଲିସ ଗିରଫ କରିଛି। ଅଭିଯୁକ୍ତ କୁନ୍ଦନ ମୁଖୀଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ୍ ଆଖିରେ ଧୂଳି ଦେଇ ହସ୍ପିଟାଲ ବ୍ୟାଡରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଜି କାଳିକାପୁରୁ ଗିରଫ ହୋଇଛି । ଅଭିଯୁକ୍ତକୁ ଟାଉନ ପୁଲିସ ଗିରଫ କରିଛି। ଅଭିଯୁକ୍ତ କୁନ୍ଦନ ମୁଖୀଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ଜୁଆ ଆଡ଼ାରେ ଚଢ଼ଉ, ୪ ଗିରଫ

ବାରିପଦା: ପୁଲିସ୍ ଆଖିରେ ଧୂଳି ଦେଇ ହସ୍ପିଟାଲ ବ୍ୟାଡରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଜି କାଳିକାପୁରୁ ଗିରଫ ହୋଇଛି । ଅଭିଯୁକ୍ତକୁ ଟାଉନ ପୁଲିସ ଗିରଫ କରିଛି। ଅଭିଯୁକ୍ତ କୁନ୍ଦନ ମୁଖୀଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବାରିପଦା ସହର ଶୁନଗଡ଼ିଆ ଅଞ୍ଚଳରେ ଗଣେଶ ପୂଜା ଭାସାଣି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଛୁରା ମାଡ଼ ହୋଇଥିଲା। ଏଥିରେ ୨ ଜଣ ଆହତ ହୋଇଥିଲେ। ଆହତମାନେ ବାରିପଦା ଡାକ୍ତରଖାନାରେ ଚିକିତ୍ସିତ ଥିଲେ।

ବୁଧବାର ଦିନ ମୁଖିଙ୍କୁ କୋର୍ଟ ଚାଲାଣ କରିଥାନ୍ତା ପୁଲିସ। ହେଲେ ପୁଲିସ ହେପାଜତ୍‌ରେ ରହି ମଧ୍ୟ ବୁଧବାର ରାତିରେ ପୁଲିସକୁ ଚକମା ଦେଇ ହସ୍ପିଟାଲ ବେଡ଼ରୁ ଚମ୍ପଟ ମାରିଲା ଅଭିଯୁକ୍ତ କୁନ୍ଦନ ମୁଖୀ। ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଆଇଆଇସି ସୁମିତ ସୋରେନ ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe