ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ବିଷ ଖାଇଲେ ଅଭିଯୁକ୍ତ

Advertisment

ଦଶରଥପୁର ଥାନା ଅଞ୍ଚଳରେ ଜଣେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ ନେଇଛି। ଅଭିଯୁକ୍ତ ଅନିଲ ଜେନା ଭୟଭୀତ ହୋଇ କନିଆରି ଫଳ ଖାଇଦେଇଥିଲେ। ପୁଲିସ ଅନିଲକୁ ଗିରଫ କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

tweewroject (4)

ଯାଜପୁର: ଦଶରଥପୁର ଥାନା ଅଞ୍ଚଳରେ ଜଣେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ ନେଇଛି। ଦଶରଥପୁର ଥାନା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ 
ମଙ୍ଗଳପୁର ଆଇଆଇସି ଜଗଦୀଶ କରଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କ ଘରେ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।  ଏହାପରେ ଅଭିଯୁକ୍ତ ଅନିଲ ଜେନା ଭୟଭୀତ ହୋଇ କନିଆରି ଫଳ ଖାଇଦେଇଥିଲେ।

ତେବେ ପୁଲିସ ଅନିଲକୁ ଗିରଫ କରିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟଜଣେ ଅଭିଯୁକ୍ତ ନୀତେଶ ଜେନା ଏବେବି ଫେରାର ଅଛନ୍ତି।

arrest

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe